Latest Odisha News

BREAKING NEWS

ଜବର ଦଖଲ ଉଚ୍ଛେଦ

କୋରାପୁଟ: କୋରାପୁଟ ଜିଲ୍ଲାରେ ଜବର ଦଖଲ ଉଚ୍ଛେଦ। ସୁନାବେଡାର ବିଭିନ୍ନ ସ୍ଥାନରେ ସରକାରୀ ଜାଗାରେ ଜବରଦଖଲ । ସ୍ଥାନୀୟ ସେମିଳିଗୁଡା ତହସିଲଦାର ଓ ସୁନାବେଡା ପୌରନିର୍ବାହୀ ଅଧିକାରୀଙ୍କ ମିଲିତ ଉଦ୍ୟମରେ ଏହି ଉଚ୍ଛେଦ କରାଯାଇଥିଲା। ସୁନାବେଡା ଡ୍ରାଇଭର କଲୋନୀ ଓ ଚର୍ଚ୍ଚ କଲୋନୀ ଅଞ୍ଚଳରୁ ଜବର ଦଖଲ ଉଛେଦ ହୋଇଛି ।

ସେହିଭଳି ସୁନାବେଡା ଡିପି କ୍ୟାମ୍ପ ନିକଟ ଜୋଡାଗୁଡାରେ କିଛି ଜବର ଦଖଲ କାରିଙ୍କ ଘର ଓ ପାଚେରୀକୁ ଭଙ୍ଗା ଯିବା ସହିତ ଲୋକଙ୍କୁ ସଚେତନ କରାଯାଇଥିଲା । କୋରାପୁଟ ଜିଲ୍ଲା ସୁନାବେଡା ପୌର ପରିଷଦ ଅନ୍ତର୍ଗତ, ଡ୍ରାଇଭର କଲୋନୀ ଏବଂ ଚର୍ଚ୍ଚ କଲୋନୀ ଠାରେ ସରକାରୀ ଜମି ଉପରେ ବେଆଇନ ଗୃହ ନିର୍ମାଣ କରାଯାଇଥିଲା । ଏହି ସବୁ ସ୍ଥାନରେ ଜବର ଦଖଲ ଉଛେଦ କରାଯlଇଥିଲା ।

Leave A Reply

Your email address will not be published.