Latest Odisha News

BREAKING NEWS

Browsing Tag

Eviction

ଉଚ୍ଛେଦ ହେଲା ଶ୍ରୀମନ୍ଦିର ଜମିରେ ଥିବା ଶ୍ରୀକୃଷ୍ଣ ସିନେମା ହଲ୍

ପୁରୀ (ସନ୍ତୋଷ ଦାସ): ଶ୍ରୀକ୍ଷେତ୍ରରେ ପୁଣି ଜବରଦଖଲ ଉଚ୍ଛେଦ । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପଛ ପାଖରେ ଥିବା ଶ୍ରୀକୃଷ୍ଣ ସିନେମା ହଲକୁ ଉଚ୍ଛେଦ କରାଯାଇଛି । ଶ୍ରୀମନ୍ଦିର ଠାରୁ ମାତ୍ର ୧୦୦ ମିଟର ଦୂରରେ ଶ୍ରୀମନ୍ଦିର ଜମିରେ ଶ୍ରୀକୃଷ୍ଣ ସିନେମା ହଲ୍ ରହିଥିଲା । ପରିକ୍ରମା…

ଖବର ପ୍ରସାରଣ ପରେ ପ୍ରଶାସନ ଉଚ୍ଛେଦ କଲା ଗୋଚର ଜମିରେ ନିର୍ମାଣାଧିନ ରାସ୍ତା

ଜଗତସିଂହପୁର: ଲୋକଙ୍କ ପ୍ରତିବାଦ ଓ ଓଡ଼ିଶା ସମ୍ବାଦରେ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ପ୍ରଶାସନ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବୋରିକିନାରେ ଗୋଚର ଓ ଶ୍ମଶାନ ଜମିରେ ବଳପୂର୍ବକ ନିର୍ମାଣ ହେଉଥିବା ରାସ୍ତାକୁ ଉଚ୍ଛେଦ କରାଯାଇଛି । ଗୋଚର ଓ ଶ୍ମଶାନ ଜମିରେ ଜନୈକ…

ଉଠା ଦୋକାନୀଙ୍କ ପ୍ରତିବାଦ ପରେ ନରମିଲା ବିଏମସି, କାଲିଠୁ ଉଚ୍ଛେଦ ବନ୍ଦ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ବିଏମସି ରାସ୍ତାକଡ଼ରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି । ଯାହାକୁ ନେଇ ଆଜି ପ୍ରତିବାଦ ଶାଣିତ ହେବା ପରେ ବିଏମସି ଉଚ୍ଛେଦ ବନ୍ଦ କରିଛି । ଆଜି ପଟିଆ ଓ ଡମଣା ଅଞ୍ଚଳର ଶତାଧିକ ଉଠା ଦୋକାନୀ ଉଚ୍ଛେଦର ପ୍ରତିବାଦ କରି ବିଏମସି ନର୍ଥ ଜୋନ୍ ଅଫିସ୍ ଘେରାଉ…

ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଦ୍ୱିତୀୟ ଦିନରେ ଚାଲିଛି ଉଚ୍ଛେଦ

ପୁରୀ: ଆଜି ଦ୍ୱିତୀୟ ଦିନରେ ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକିୟା । ନୂଆ ବର୍ଷରୁ ପୁଣି ଥରେ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚିର ନିର୍ମାଣ ପାଇଁ ମେଘନାଦ ପାଚେରୀ ଠାରୁ ୭୫ ମିଟର ପରିଧି ଭିତରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଗଡ଼ନ୍ତିଛକ ନିକଟ ୩ ମହଲା ବିଶିଷ୍ଟ ରଘୁନାଥ ଅତିଥି…

ନୂତନ ପୋଲ ସଂଯୋଗ ପାଇଁ ଉଚ୍ଛେଦ, ୧୫ ପରିବାର ବିସ୍ଥାପିତ

ବାରିପଦା: ନୂତନ ପୋଲ ସଂଯୋଗ ପାଇଁ ଉଚ୍ଛେଦ, ୧୫ ପରିବାର ବିସ୍ଥାପିତ । ରାଜ୍ୟ ରାଜପଥ ବାରିପଦା ପୋଡାଅସ୍ତିଆ ଠାରେ ଏକ ନୂତନ ପୋଲର ସଂଯୋଗୀ କରଣ କାର୍ଯ୍ୟ ଆରମ୍ଭ ହେବ । ଜିଲ୍ଲା ପ୍ରଶାସନ ମୋଟ ୪୦ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରିଛି । ଦୀର୍ଘ ଦିନ ହେବ ଲୋକେ ଏଠାରେ ରହିଆସୁଥିବା ବେଳେ…

[ଭିଡ଼ିଓ] ପୁରୀ ବେଳାଭୂମିରୁ ଜବରଦଖଲ ଉଚ୍ଛେଦକୁ ବିରୋଧ

ପୁରୀ: ଆଜି ପୁରୀ ପୌରସଂସ୍ଥା ପକ୍ଷରୁ ବେଳାଭୂମିରୁ ଉଠାଦୋକାନୀ ଉଛେଦ ପ୍ରକ୍ରିୟା ଜାରି ରହିଛି । ଏହାର ପ୍ରତିବାଦରେ ଦୋକାନୀମାନେ ରାସ୍ତା ଅବରୋଧ କରିବା ସହ ପୁରୀ ହୋଟେଲ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୁରୀ ସମୁଦ୍ରକୂଳକୁ ଅବରୋଧମୁକ୍ତ,ପରିଷ୍କାର ପରିଚ୍ଛନ୍ନ…

[ଭିଡ଼ିଓ] ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ: କିଛି ଦିନର ବ୍ୟବଧାନ ପରେ ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଶ୍ରୀନହର ସମ୍ମୁଖରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ଶ୍ରୀମନ୍ଦିରର ୭୫ ମିଟର ଐତିହ୍ୟ କରିଡର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୯୬…

ଜବର ଦଖଲ ଉଚ୍ଛେଦ

କୋରାପୁଟ: କୋରାପୁଟ ଜିଲ୍ଲାରେ ଜବର ଦଖଲ ଉଚ୍ଛେଦ। ସୁନାବେଡାର ବିଭିନ୍ନ ସ୍ଥାନରେ ସରକାରୀ ଜାଗାରେ ଜବରଦଖଲ । ସ୍ଥାନୀୟ ସେମିଳିଗୁଡା ତହସିଲଦାର ଓ ସୁନାବେଡା ପୌରନିର୍ବାହୀ ଅଧିକାରୀଙ୍କ ମିଲିତ ଉଦ୍ୟମରେ ଏହି ଉଚ୍ଛେଦ କରାଯାଇଥିଲା। ସୁନାବେଡା ଡ୍ରାଇଭର କଲୋନୀ ଓ ଚର୍ଚ୍ଚ କଲୋନୀ ଅଞ୍ଚଳରୁ ଜବର …

ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦଖଲ ଉଚ୍ଛେଦ ଦାବି

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତ ବହୁଳ କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦଖଲ ଉଚ୍ଚେଦକୁ ନେଇ ରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି । ଦଳ ଦାବି କରିଛି ଯେ, ସରକାରୀ ସଂସ୍ଥା ଓ ସରକାରୀ ଅର୍ଥରେ କ୍ଷତି ଆଣୁଥିବା ନୂଆ ଡିଜାଇନକୁ ବାତିଲ କରାଯାଉ। ଉତ୍କଳ କନିକା ଗ୍ୟାଲେରିଆ…

ଲିଙ୍ଗରାଜ ମନ୍ଦିର ଚାରିପାଖରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଶୁକ୍ରବାର ଦିନ ଓଲ୍ଡ ଟାଉନ୍ ନିକଟସ୍ଥ ଲିଙ୍ଗରାଜ ମନ୍ଦିର ପରିସରରେ ଥିବା ବିଭିନ୍ନ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଏହି ସ୍କ୍ୱାଡ୍ ଲିଙ୍ଗରାଜ ମନ୍ଦିରର ଦକ୍ଷିଣ…