ପୁରୀ: ହ୍ୟୁମାନ୍ସ ଆର ନଟ ଫ୍ରମ ଆର୍ଥ ଏ ସାଂଇଟିଫିକ ଇଭାଲୁଶନ ଅଫ ଦି ଏଭିଡେନ୍ସ ନାମକ ପୁସ୍ତକରେ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏଥିରେ ବିଭିନ୍ନ ପ୍ରମାଣ ସହ ଉଲ୍ଲେଖ କରାଯାଇଛି ଯେ, ଏଲିୟନରୁ ମଣିଷରୁ ସୃଷ୍ଟି । ଏହା ଉପରେ ଅଧ୍ୟୟନ କରୁଥିବା ବିଶେଷଜ୍ଞଙ୍କ ମତରେ ପୃଥିବୀ ପୃଷ୍ଠର ପାଣିପାଗ ଏବଂ ପରିବେଶ ମଣିଷ ପାଇଁ ଉପଯୁକ୍ତ ନୁହେଁ । ସୂର୍ଯ୍ୟଙ୍କ କିରଣଠାରୁ ଆରମ୍ଭ କରି ବନ୍ୟା ଓ ଖରାପ ପାଣିପାଗରେ ସାଧାରଣ ମଣିଷ ତିଷ୍ଠିପାରେ ନାହିଁ । ଡଃ ଏଲିସ ସିଲଭରଙ୍କ ମତରେ ଏଲିୟନଙ୍କଠାରୁ ମଣିଷର ଉତ୍ପତି ହୋଇଛି । ଏହା ଏକ କ୍ରସ ବିଡିଂ ପ୍ରୋସେସ କହିଲେ ଭୁଲ ହେବନି । ମଣିଷ ଦୁଇ ଗୋଡରେ ଛିଡା ହେବା ଏହାର ଏକ ପ୍ରମୁଖ କାରଣ । ଯେତେଦୂର ସମ୍ଭବ ମଣିଷ କମ ଗୁରୁତ୍ୱଆକର୍ଷଣ ଥିବା କୌଣସି ଏକ ଗ୍ରହରେ ଜନ୍ମ ଗ୍ରହଣ କରିଥିଲା ।
ଆମର ପଡୋଶୀ ସୌରମଣ୍ଡଳ ଆଲଫା ସେଂଟାରୀ ଜୀବଙ୍କ ସହ କ୍ରସବିଡିଂ କରାଯାଇ ନିଏଣ୍ଡରଥାଲ ମାନବକୁ ସୃଷ୍ଟି କରାଯାଇଥିଲା । ଏହା ପରେ ମଣିଷର ସୃଷ୍ଟି । ୬୦ ହଜାରରୁ ୨ଲକ୍ଷ ବର୍ଷ ମଧ୍ୟରେ ମଣିଷର ସୃଷ୍ଟି ହୋଇଛି । ଏକପ୍ରକାର କୃତ୍ରିମ ପ୍ରକ୍ରିୟାରେ ମଣିଷର ସୃଷ୍ଟି ହୋଇଥିବାରୁ ସର୍ବଦା ରୋଗଗ୍ରସ୍ତ ରହିଥାଏ ବିଶ୍ୱର ଏହି ବୁଦ୍ଧିମାନ ପ୍ରାଣୀ ବୋଲି ସେ କହିଛନ୍ତି । ସେହିପରି ଆରଏଚ ନେଗେଟିଭ ରକ୍ତର ରହସ୍ୟ ମଧ୍ୟ ଉଜାଗର ହୋଇପାରୁ ନାହିଁ ।
BREAKING NEWS
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?

Comments are closed.