Latest Odisha News

BREAKING NEWS

ନୱାବଙ୍କ ବିରୋଧରେ ମାନହାନି ମୋକଦ୍ଦମା କଲେ ଫଡନାଭିସଙ୍କ ପତ୍ନୀ

ମୁମ୍ବାଇ: ଏନସିପି ନେତା ନୱାବ ମଲିକଙ୍କ ଅସୁବିଧା ବଢ଼ିବାରେ ଲାଗିଛି । ଇଡି ଚଢ଼ାଉ ପରେ ଏବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଆଇନର ଆଶ୍ରୟ ନେଇଛନ୍ତି । ସେ ନୱାବଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି । ତାଙ୍କ ବୟାନ ଆମ ପରିବାରର ଭାବମୂର୍ତି କ୍ଷୁର୍ଣ୍ଣ କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।

BjdElectrycity

ଫଡନାଭିସ ଓ ନୱାବଙ୍କ ମଧ୍ୟରେ ବାକ ଯୁଦ୍ଧ ଚାଲିଛି । ଫଡନାଭିସ ବୋମା ବିସ୍ଫୋରଣ ଅଭିଯୁକ୍ତ ସହ ନୱାବ ଜମି କାରୋବାର କରିଛନ୍ତି ବୋଲି କହିଥିଲେ । ଏହାର ପାଲଟା ଜବାବରେ ନକଲି ଟଙ୍କା କାରୋବାରରେ ଫଡନାଭିସ ସମ୍ପୃକ୍ତ ବୋଲି ସେ କହିଥିଲେ ।

Leave A Reply

Your email address will not be published.