Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ‘ଫଲ ଅଫ ଲଭ’ ଉନ୍ମୋଚିତ

ନୂଆଦିଲ୍ଲୀ : କବୀ ଐଶ୍ୱର୍ଯ୍ୟା ବିଶ୍ବାଳଙ୍କ ଇଂରାଜୀ କବିତା ସଙ୍କଳନ ‘ଫଲ ଅଫ ଲଭ’ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।

ଐଶ୍ୱର୍ଯ୍ୟା ପେଶାରେ ଜଣେ ଡାକ୍ତର ଏବଂ  ସମାଜସେବୀ । ପୂର୍ବରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ତାଙ୍କର ଦୁଇଟି ପୁସ୍ତକ ପ୍ରକାଶ ପାଇ ସାରିଛି।

ଦିଲ୍ଲୀର ବିଶିଷ୍ଟ ପ୍ରକାଶକ ଅଥର ପ୍ରେସ ଏହି କବିତା ସଙ୍କଳନକୁ ପ୍ରକାଶ କରିଥିବା ବେଳେ ବ୍ରିଟିଶ ଡେପୁଟି ହାଇ କମିଶନର ଆଣ୍ଡ୍ରିଭ ଫ୍ଲେମିଙ୍ଗ ଏବଂ ରବି ନାରାୟଣ ସେନାପତି କବିତାର ଭାବ ଶୈଳୀ ଓ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି

Comments are closed.