Latest Odisha News

BREAKING NEWS

ଯାଜପୁରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୩ ଘଣ୍ଟିଆ ଚକା ଜାମ୍

ଯାଜପୁର: କୃଷକ ସଂଗଠନ ପକ୍ଷରୁ ଚକା ଜାମ୍ ଡାକରାକୁ ସମର୍ଥନ କରି ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୩ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି  l ଚଣ୍ଡିଖୋଲ ଛକଠାରେ ଦିନ ୧୨ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଚକା ଜାମ୍ କରାଯାଇଥିଲା l 

କେନ୍ଦ୍ର ସରକାରଙ୍କ ଚାଷ ନୀତି ବିରୋଧରେ ଆନ୍ଦୋଳନକାରୀ ଚାଷୀଙ୍କୁ ଗିରଫ ଓ ନିର୍ଯାତନା ବିରୋଧରେ ଅଲ ଇଣ୍ଡିଆ ଫେଡେରେସନ ଡାକରାରେ ସାରା ଦେଶରେ ଚକା ଜାମ୍ କରାଯାଇଛି । ସରକାର ଚାଷୀଙ୍କ ମାରଣ ନୀତିରୁ ଓହରିଯିବାକୁ ଜିଲ୍ଲା କୃଷକ ସଂଗଠନ ସଂଯୋଜକ ଦୁର୍ଗା ପ୍ରସାଦ ଦାସ କହିଥିଲେ ।

Leave A Reply

Your email address will not be published.