Latest Odisha News

ଏଫଆଇଏଚ ହକି ପ୍ରୋ ଲିଗ୍ : ଭାରତୀୟ ଦଳରେ ଅମିତ, ବୀରେନ୍ଦ୍ର

ଭୁବନେଶ୍ୱର: ଏଫଆଇଏଚ ହକି ପ୍ରୋ ଲିଗ୍ ପାଇଁ ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଫେବୃୟାରୀ ୮ରୁ ଏହି ଲିଗ୍ ଆରମ୍ଭ ହେବ । ବିଶ୍ୱର ଏକ ନମ୍ବର ଟିମ୍ ବେଲଜିୟମ ବିପକ୍ଷରେ ଭାରତ ଏହି ଲିଗ୍ ଖେଳିବ । ମନପ୍ରୀତ ସିଂ ଦଳର ନେତୃତ୍ୱ ନେବେ ।

 

ଭାରତୀୟ ଦଳ : ପିଆର ଶ୍ରୀଜେଶ, କ୍ରିଷ୍ଣନ ବାହାଦୁର ପାଠକ, ହରମନପ୍ରୀତ ସିଂ, ଗୁରିନ୍ଦର ସିଂ, ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ଜରମନପ୍ରୀତ ସିଂ, ରୂପିନ୍ଦରପାଲ ସିଂ, ମନପ୍ରୀତ ସିଂ (ଅଧିନାୟକ), ବିବେକ ସାଗର ପ୍ରସାଦ, ଚିଙ୍ଗଲେନଶାନ ସିଂ, ରାଜକୁମାର ପାଲ, ଦୀଲପ୍ରୀତ ସିଂ, ହାର୍ଦ୍ଦିକ ସିଂ, ରମନଦୀପ ସିଂ, ଲଳିତ କୁମାର ଉପାଧ୍ୟୟ, ମନଦୀପ ସିଂ, ଶମଶେର ସିଂ, ଗୁରୁସାହିବଜିତ ସିଂ, କୋଠାଜିତ ସିଂ କାଡନୋଗବାମ, ବୀରେନ୍ଦ୍ର ଲାକ୍ରା, ନୀଳକଣ୍ଠ ଶର୍ମା, ଗୁରଜନ୍ତ ସିଂ ଓ ଏସଭି ସୁନୀଲ କୁମାର ।

Leave A Reply

Your email address will not be published.