Latest Odisha News

BREAKING NEWS

ଆର୍ୟନଙ୍କ ଗିରଫକୁ ନେଇ ଏମିତି କହିଲେ ଜାଭେଦ ଅଖତର୍‌

ନୂଆଦିଲ୍ଲୀ: ବଲିଉଡ୍‌ ଲୋକପ୍ରିୟ ଗୀତିକାର ଜାଭେଦ ଅଖତର ମଙ୍ଗଳବାର କହିଛନ୍ତି ଯେ ହିନ୍ଦୀ ଚଳଚ୍ଚିତ୍ର ଜଗତକୁ “ହାଇ ପ୍ରୋଫାଇଲ୍” ହେତୁ ତାହାର ମୂଲ୍ୟ ଦେବାକୁ ପଡ଼ିବ।

ଜାଭେଦ ଅଖତର ଏକ ବିବୃତ୍ତିରେ କହିଛନ୍ତି ଯେ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରାଯିବା ପରେ ବଲିଉଡ ଏବଂ ସେଲିବ୍ରିଟି କଲ୍‌ଚର୍‌କୁ ନେଇ ଏକ ନୂତନ ଧାରଣା ସୃଷ୍ଟି ହୋଇଛି।

ସୋସିଆଲ ମିଡିଆରେ ଏପରି ସ୍ୱର ଆସିଛି ଯେ ଆର୍ୟନଙ୍କ ବିରୋଧରେ ମାମଲା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରିବାକୁ ଏକ ସୁଚିନ୍ତିତ ଉଦ୍ୟମ ବୋଲି କୁହାଯାଉଛି।

Comments are closed.