Latest Odisha News

BREAKING NEWS

Browsing Tag

Aryan Khan

ନ୍ୟାଶା ଦେବଗନ ଏବଂ ବନ୍ଧୁମାନଙ୍କ ସହ ପାର୍ଟି କଲେ ଆର୍ଯ୍ୟାନ୍ ଖାନ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ନ୍ୟାସା ଦେବଗାନଙ୍କ ବନ୍ଧୁ ଓରହାନ ଅବତରମାଣି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ରାୟତଃ ଫୋ ଏବଂ ଭିଡିଓ ସେୟାର କରନ୍ତି। ପାର୍ଟି କରିବା ସମୟରେ ସେ ସେଲିବ୍ରିଟିମାନଙ୍କ ସହିତ ଫଟୋ ସେୟାର୍ କରନ୍ତି। ନିକଟରେ ସେ ରବିବାର ଦିନ ନିର୍ମାତା-ଲେଖକ ଅମୃତ ପାଲ ବିନ୍ଦ୍ରାଙ୍କ ଦିପାବଳୀ…

ଆର୍ୟନ୍‌ଙ୍କୁ ଆଶ୍ବସ୍ତି; ଆଉ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହେବେନି ଆର୍ୟନ୍‌

ନୂଆଦିଲ୍ଲୀ: ଡ୍ରଗ୍ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ବସ୍ତି ମିଳିଛି। ଜାମିନରେ ମୁକୁଳିବା ପରେ କୋର୍ଟ ଆର୍ୟନ୍‌ଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ। ସେ ଘରକୁ ଗଲା ପରେ ବି ପ୍ରତି ଶୁକ୍ରବାର ତାଙ୍କୁ ଏନ୍‌ସିବି କାର୍ଯ୍ୟାଳୟରେ ହାଜିରା ଦେବାକୁ…

ଗତବର୍ଷ ଦୁବାଇରେ ପାଳିଥିଲେ ବାର୍ଥ ଡେ; ଏଥର ଏନ୍‌ସିବି ଅଫିସ୍‌ରେ କଟିଲା ଦିନ

ମୁମ୍ବାଇ: ଗତକାଲି ମୁମ୍ବାଇ କ୍ରୁଜ୍ ପାର୍ଟି ଡ୍ରଗ୍ ମାମଲାରେ ଫସି ରହିଥିବା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ଜନ୍ମଦିନ ଥିଲା। କିନ୍ତୁ ଏଥର ଆର୍ଯ୍ୟନ୍ ଖାନ୍ ତାଙ୍କ ଜନ୍ମଦିନକୁ ସଠିକ୍ ଭାବରେ ପାଳନ କରିପାରିଲେ ନାହିଁ। ଗତ ବର୍ଷ, ଯେଉଁଠାରେ ଆର୍ଯ୍ୟନ୍ ଦୁବାଇରେ…

ଶାହାରୁଖଙ୍କୁ ଆର୍ୟନଙ୍କ ସୁରକ୍ଷା ଚିନ୍ତା: ପୁଅ ପାଇଁ କଲେ ସ୍ପେଶାଲ୍ ବ୍ୟବସ୍ଥା

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସରେ ଜାମିନରେ ଅଛନ୍ତି ଆର୍ୟନ ଖାନ୍ । ପୁଅ ଫେରିବା ପରେ ସେ ପୁଣି ଥରେ ସୁଟିଂ ଆରମ୍ଭ କରିବେ କିଙ୍ଗ ଖାନ୍ ଶାହାରୁଖ । ତାପୂର୍ବରୁ ଆର୍ୟନଙ୍କ ଦେଖାଶୁଣା ଓ ସୁରକ୍ଷା ପାଇଁ ସ୍ପେଶାଲ୍ ବ୍ୟବସ୍ଥା କରିଛନ୍ତି । କାରଣ ସୁଟିଂ ବେଳେ ସେ ଘରଠାରୁ ବହୁ ଦୂରରେ…

ଆଜି ଏନ୍‌ସିବି ଆଗରେ ହାଜର ହେବେ ଆର୍ୟନ

ମୁମ୍ବାଇ: ଆଜି ଏନ୍‌ସିବି ଆଗରେ ହାଜର ହେବେ ଆର୍ୟନ ଖାନ୍‌। ଆଜି ସକାଳ ୧୧ ଟାରୁ ଦିନ ୨ ଟା ମଧ୍ୟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ପଡିବ। ଅକ୍ଟୋବର ୩ରେ କ୍ରୁଜ୍ ଡ୍ରଗ୍ସ ମାମଲାରେ ହୋଇଥିବା ଆକ୍ରମଣରେ ଆର୍ୟନଙ୍କୁ ଗିରଫ କରାଯାଇଥିଲା। ବମ୍ବେ…

ଶାହାରୁଖ୍‌ଙ୍କୁ ମିଳିଲା ବାର୍ଥ ଡେ ଓ ଦିୱାଲୀ ଉପହାର; ଜେଲ୍‌ରୁ ବାହାରିଲେ ଆର୍ୟନ୍‌

ନୂଆଦିଲ୍ଲୀ: ୨୨ ଦିନ ପରେ ଜେଲ୍‌ରୁ ମୁକୁଳିଲେ ଆର୍ୟନ୍‌ ଖାନ। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନ୍‌ ୨୨ ଦିନ ପରେ ଆର୍ଥର ରୋଡ୍ ଜେଲରୁ ମୁକ୍ତ କରାଯାଇଛି। ଶାହାରୁଖଙ୍କ ଅଙ୍ଗରକ୍ଷୀ ରବି ଜେଲ ବାହାରେ ପହଞ୍ଚିଥିଲେ। ଜେଲ ପ୍ରଶାସନ ଆର୍ୟନ୍‌ଙ୍କୁ ହସ୍ତାନ୍ତର କରିଥିଲେ।…

୨୨ ଦିନ ପରେ ଆଜି ମୁକୁଳିବେ ଆର୍ୟନ୍, ପୁଅକୁ ଆଣିବାକୁ ଜେଲ୍ ଗଲେ ଶାହାରୁଖ

ମୁମ୍ବାଇ: ଆଜି ଜେଲରୁ ବାହାରି ପାରନ୍ତି ଜୁନିଅର୍ କିଙ୍ଗ ଖାନ୍ । ୨୨ ଦିନ ପରେ ମୁମ୍ବାଇ ଆର୍ଥର ରୋଡ୍ ଜେଲରୁ ମୁକୁଳିଲେ ଆର୍ୟନ୍ ଖାନ୍ । ଦିନ ୧୦ଟାରେ ସେ ମୁକୁଳି ପାରନ୍ତି । ଜେଲର ଜାମିନ ବାକ୍ସରେ ରିଲିଜ ଅର୍ଡର ଦିଆଯାଇଛି । ଅର୍ଥାତ୍ ଏବେ ଆର୍ୟନଙ୍କର ଜେଲରୁ ମୁକୁଳିବା ପ୍ରକ୍ରିୟା ଆରମ୍ଭ…

ଆର୍ୟନଙ୍କ ବେଲ୍ ପାଇଁ ବମ୍ବେ ହାଇକୋର୍ଟରେ ଲଢ଼ିବେ ମୁକୁଲ ରୋହତଗୀ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଜୁନିଅର କିଙ୍ଗ ଖାନଙ୍କୁ ଆଜି ବେଲ୍ ମିଳିବ କି ? ବମ୍ବେ ହାଇକୋର୍ଟ ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି କରିବେ । କୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଆଜି ତାଙ୍କ ପାଇଁ କୋର୍ଟରେ ଠିଆ ହେବେ ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ୍…

ଜେଲରୁ ବାହାରିବେ କି ଆର୍ୟନ୍ ଖାନ୍ ? ଆଜି ବମ୍ବେ ହାଇକୋର୍ଟରେ ବେଲ୍ ଶୁଣାଣି

ମୁମ୍ବାଇ: ଆର୍ୟନ୍ ଖାନ୍ ଜେଲରୁ ବାହାରିବେ କି ? ନା ତାଙ୍କୁ ପୁଣି ଭିତରେ ରହିବାକୁ ପଡ଼ିବ । ଆଜି ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି କରିବେ ବମ୍ବେ ହାଇକୋର୍ଟ । କି ରାୟ ଶୁଣାଇବେ କୋର୍ଟ ତାଉପରେ ସମସ୍ତଙ୍କର ନଜର ରହିଛି । ଗତ ୨୦ ତାରିଖରେ…

ମିଳିଲାନି ଜାମିନ; ଜେଲରେ ରହିବେ ଆର୍ୟନ

ମୁମ୍ବାଇ: ଆଜି ପୁଣି ଥରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଆର୍ୟନଙ୍କୁ ମିଳିଲାନି ଜାମିନ। ଆଜି ବି ଏନଡିପିଏସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନାହାଁନ୍ତି। ଦିୱାଲି ପୂର୍ବରୁ ଘରକୁ ଫେରିପାରିଲେନି ଆର୍ୟନ। ରିପୋର୍ଟ ଅନୁଯାୟୀ, ଆଜି…