Latest Odisha News

BREAKING NEWS

ଫିଲ୍ମ ନିର୍ମାତା ମହେଶ ମଞ୍ଜରେକର କ୍ୟାନ୍‌ସର ପୀଡିତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକର ୟୁରିନାରୀ ବ୍ଲାଡର କ୍ୟାନ୍‌ସରରେ ପୀଡିତ। ନିକଟରେ ତାଙ୍କର ଅସ୍ତ୍ରୋପଚାର ହୋଇଛି।

ମଞ୍ଜରେକରଙ୍କ ଅସ୍ତ୍ରୋପଚାର ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ଅସ୍ତ୍ରୋପଚାର ପରେ ମଞ୍ଜରେକର ସୁସ୍ଥ ଅଛନ୍ତି।

ଦବାଙ୍ଗ, ରେଡ୍ଡି, ବାସ୍ତବ ଏବଂ କାଣ୍ଟେ ଭଳି ଅନେକ ବିଗ୍‌ ବଜେଟ୍‌ ମୁଭିରେ ତାଙ୍କ ସର୍ବୋତ୍ତମ ପ୍ରଦର୍ଶନ ଦେଖିବାକୁ ମିଳିଛି। ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକର ବ୍ଲାଡର କର୍କଟ ସର୍ଜରୀ କରିଛନ୍ତି। ସର୍ଜରୀ ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି ଏବଂ ଏବେ ସେ ହସ୍ପିଟାଲରୁ ଘରକୁ ଫେରିଛନ୍ତି।

Leave A Reply

Your email address will not be published.