Latest Odisha News

BREAKING NEWS

Browsing Tag

Actor

ରେଳମନ୍ତ୍ରୀଙ୍କୁ ଭେଟିଲେ ଅରିନ୍ଦମ, ଦଳ ବଦଳ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର: ଗତକାଲି ରବିବାର ଜାନୁଆରୀ ୭ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ଅଭିନେତାରୁ ନେତ ପାଲଟିଥିବା ଅରିନ୍ଦମ ରୟ ସାକ୍ଷାତ କରିଥିଲେ। ଏକ ରୁଦ୍ଧଦ୍ୱାର ବୈଠକରେ ଉଭୟଙ୍କ ମଧ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଏହି ଖବର ସାମ୍ନାକୁ…

‘ଛୋଟି ବୋହୂ’ ସିରିଏଲର ନାୟିକା ରୁବିନା ଦଲୈକ ଅସୁସ୍ଥ

ନୂଆଦିଲ୍ଲୀ : ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ରୁବିନା ଦଲୈକ। ନିଜ ଲୁକ୍ସ ଆଉ ଷ୍ଟାଇଲକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି  । ବର୍ତ୍ତମାନ ତାଙ୍କ ସୁନ୍ଦର ଚେହେରା ବିଗିଡ଼ି ଯାଇଛି  । ଚର୍ଚ୍ଚାରେ ରହୁଥିବା ରୁବିନା ଅସୁସ୍ଥ ଥିବା ସୂଚନା ମିଳୁଛି  । ସେ ସୋଶିଆଲ ମିଡିଆରେ ଫଟୋ…

ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ଧରି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଯାଉଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ କରାଯିବ  ।  ରାଜଧାନୀର ଏକ ଘରୋଇ…

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ, ଅତ୍ୟାଧୁନିକ ପ୍ରଣାଳୀରେ ହେବ ଚିକିତ୍ସା  

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଅଛନ୍ତି । ଲିଭର୍ ସିରିଓସିସ ରୋଗରେ ପୀଡିତ ଥିବା ସୂଚନା । ଅତ୍ୟାଧୁନିକ ପ୍ରଣାଳୀରେ ଚିକିତ୍ସା ହେବା ନେଇ ସୂଚନା ରହିଛି  । ସୂଚନା ମୁତାବକ୍‌, ଅଭିନେତା ପିଣ୍ଟୁ ନନ୍ଦ କିଛି ଦିନ ତଳେ ଡାକ୍ତରଖାନାରେ…

ଓସ୍କାର ଦୌଡ଼ରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଓସ୍କାର ୨୦୨୩ରେ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର କାଟାଗୋରୀରେ ସାମିଲ ହୋଇଛି ‘ଦ କଶ୍ମୀର ଫାଇଲ୍ସ’ । ଓସ୍କାର ୨୦୨୩ର ଲିଷ୍ଟରେ କାନ୍ତାରା, ଆରଆରଆର, ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ବି ସର୍ଟଲିଷ୍ଟ ହୋଇଛି । ଏଥିସହ ମାଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ ମୁଭି…

ତୁନିଶାଙ୍କ ସହ ମିଷ୍ଟ୍ରିମ୍ୟାନ୍‌ ! ଭାଇରାଲ୍‌ ଭିଡିଓକୁ ନେଇ ଉଠିଲା ପ୍ରଶ୍ନ ?

ମୁମ୍ବାଇ : ତୁନିଶା ମୃତ୍ୟୁ ମାମଲାରେ ନୂଆ ମୋଡ଼ ସାମ୍ନାକୁ ଆସିଛି । ଗତ ଡିସେମ୍ବର ୨୪ ତାରିଖରେ ତୁନିଶା ଶର୍ମା ଆତ୍ମହତ୍ୟା କରିଥିଲେ ।ତୁନିଶାଙ୍କ ମୃତ୍ୟୁ ପରଠାରୁ ତାଙ୍କ ପୂର୍ବତନ ପ୍ରେମିକ ତଥା ଅଭିନେତା ଶିଜାନ-ଖାନ୍‌ ଜେଲରେ ରହିଛନ୍ତି । କିନ୍ତୁ ତୁନିଶାଙ୍କ ମୃତ୍ୟୁ ମାମଲାରେ ଦିନକୁ…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ମଲାଇକା ଏବଂ ଅର୍ଜୁନ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ମଲାଇକା ଆରୋରା । ପୂର୍ବରୁ ମଲାଇକା ଏବଂ ଅର୍ଜୁନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିଲେ ପରସ୍ପର । ବର୍ତ୍ତମାନ ଦ୍ବନ୍ଦରେ ପଡ଼ିଛନ୍ତି ଫ୍ୟାନ୍ସ । ବଲିଉଡର ବହୁ ଚର୍ଚ୍ଚିତ ଯୋଡି ମଲାଇକା ଅରୋରା ଏବଂ ଅର୍ଜୁନ କପୂର କରିବେ କି ବିବାହ ? ଯାହାକୁ…

ଗଙ୍ଗୁବାଇ ଲୁକରେ ରାମ୍ପରେ ଚାଲିଲେ ମଡେଲ

ନୂଆଦିଲ୍ଲୀ : ବଲିଉଡର ସୁନ୍ଦରୀ ଆଲିଆ ଭଟ୍ଟ। କେବଳ ଦେଶରେ ନୂହେଁ ବିଦେଶରେ ମଧ୍ୟ ତାଙ୍କ ଲୁକ୍‌କୁ ପସନ୍ଦ କରିଛନ୍ତି ପ୍ରଶଂସକ। ଆଲିଆ ଭଟ୍ଟଙ୍କର ବିଦେଶରେ ବି ବହୁତ ଫ୍ୟାନ୍ସ ରହିଛନ୍ତି । ତାଙ୍କର ଅଭିନୟ ଏତେ ଦମଦାର ଯେ ତାଙ୍କର ଗୋଟିଏ ଗୋଟିଏ ଡାଏଲଗ୍‌ ଫ୍ୟାନ୍ସଙ୍କର ମନେ ରହିଯାଏ ।…

‘ବ୍ରିଦ୍‌ ଇଣ୍ଟୁ ଦ ଶ୍ୟାଡୋସ୍ ସିଜନ୍ ୨’ ଦେଖିବା ପାଇଁ ମନାକଲେ ଜୟା ବଚ୍ଚନ

ନୂଆଦିଲ୍ଲୀ: ଯେତେବେଳେ ବି ପରମ୍ପରା, ଶୃଙ୍ଖଳା ଏବଂ ପ୍ରତିଷ୍ଠା କଥା ଆସେ, ସେତେବେଳେ ବଚ୍ଚନ ପରିବାରର ନାମ ବଲିଉଡରେ ଶୀର୍ଷରେ ଆସିଥାଏ | ବଚ୍ଚନ ପରିବାରର ପ୍ରତ୍ୟେକ ସଦସ୍ୟ ପରସ୍ପରକୁ ବହୁତ ଭଲ ପାଆନ୍ତି | ଅଭିଷେକ ବଚ୍ଚନ ତାଙ୍କ ମା ଜୟା ବଚ୍ଚନ ଏବଂ ପିତା ଅମିତାଭ ବଚ୍ଚନଙ୍କ ସହ ଏକ ବିଶେଷ…