Latest Odisha News

BREAKING NEWS

ପାର୍ଲାମେଣ୍ଟ ଉପଭବନ ବିଲଡିଂରେ ନିଆଁ

ନୂଆଦିଲ୍ଲୀ: ସଂସଦ ଉପଭବନ ବିଲଡିଂରେ ଅଗ୍ନିକାଣ୍ଡ । ଷଷ୍ଠ ମହଲାରେ ନିଆଁ ଲାଗିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ପାଞ୍ଚଟି ଗାଡ଼ି ପହଞ୍ଚି ନିଆଁ ଲିଭା କାମରେ ଲାଗିଛନ୍ତି ।

ନିଆଁ ଲିଭା କାମରେ ଲାଗିଛନ୍ତି ଅଗ୍ନିଶମ ବାହିନୀ ତକର୍ମଚାରୀ । ତେବେ କ୍ଷୟକ୍ଷତି ନେଇ ବର୍ତ୍ତମାନ କୌଣସି ସୂଚନା ମିଳିନାହିଁ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି ।

Leave A Reply

Your email address will not be published.