ଦେଖନ୍ତୁ ଭିଡ଼ିଓ: ଭୁବନେଶ୍ୱର ସିଆରପିଏଫ ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ ଓଡିଶାଫିଚର By ଓଡ଼ିଶା ସମ୍ବାଦ ବ୍ୟୁରୋ On Feb 13, 2019 Share ଭୁବନେଶ୍ୱର: ରାଜଧାନୀର ସିଆରପିଏଫ ଛକ ନିକଟସ୍ଥ ଭେଣ୍ଡିଂ ଜୋନରେ ବୁଧବାର ଦିନ ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ସିଆରପିଏଫ ଭେଣ୍ଡିଂ ଜୋନରେ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଅଗ୍ନିକାଣ୍ଡ ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ । Fire Mishap Share
Comments are closed.