Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: ଭୁବନେଶ୍ୱର ସିଆରପିଏଫ ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜଧାନୀର ସିଆରପିଏଫ ଛକ ନିକଟସ୍ଥ ଭେଣ୍ଡିଂ ଜୋନରେ ବୁଧବାର ଦିନ ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ।

ସିଆରପିଏଫ ଭେଣ୍ଡିଂ ଜୋନରେ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହି ଅଗ୍ନିକାଣ୍ଡ ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ ।

Leave A Reply

Your email address will not be published.