ଭୁବନେଶ୍ୱର : ଯୁକ୍ତ ୨ରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ମଙ୍ଗଳବାର ଦିନ ପ୍ରକାଶ ପାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଜାଣନ୍ତୁ, ରାଜ୍ୟର କେଉଁ ୩ଟି ଜୁନିଅର କଲେଜରେ ରହିଛି ସର୍ବାଧିକ କଟ୍ ଅଫ୍ ମାର୍କ
କଳା–
- ବିଜେବି ଜୁନିଅର କଲେଜ, ଭୁବନେଶ୍ୱର (୭୧.୧୭%)
- ରେଭେନ୍ସା ଜୁନିଅର କଲେଜ, କଟକ (୭୦.୧୭%)
- ପତିତପାବନ ସଇଁକୁଳ ହାୟର୍ ସେକେଣ୍ଡାରୀ ସ୍କୁଲ, ଘସିପୁରା (୬୮.୫୦%)
ବିଜ୍ଞାନ-
- ରେଭେନ୍ସା ଜୁନିଅର କଲେଜ, କଟକ (୯୦%)
- ବିଜେବି ଜୁନିଅର କଲେଜ, ଭୁବନେଶ୍ୱର (୮୮.୬୭%)
- ସରସ୍ୱତୀ ଶିଶୁ ମନ୍ଦିର, ବ୍ରହ୍ମପୁର (୮୭.୬୭%)
ବାଣିଜ୍ୟ-
- ଗୋପାଳପୁର ଜୁନିୟର କଲେଜ, ବାଲେଶ୍ୱର (୮୦.୬୦%)
- ଢେଙ୍କାନାଳ ଇଭନିଂ ଜୁନିଅର କଲେଜ, ଢେଙ୍କାନାଳ (୭୬.୧୭%)
- ରେଭେନ୍ସା ଜୁନିଅର କଲେଜ, କଟକ (୭୬%)
Comments are closed.