Latest Odisha News

BREAKING NEWS

ପ୍ରକାଶିତ ହେଲା +୨ କଟ୍ ଅଫ୍ ମାର୍କ: କେଉଁ କଲେଜରେ କେତେ ପ୍ରତିଶତ

ଭୁବନେଶ୍ୱର : ଯୁକ୍ତ ୨ରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ମଙ୍ଗଳବାର ଦିନ ପ୍ରକାଶ ପାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଜାଣନ୍ତୁ, ରାଜ୍ୟର କେଉଁ ୩ଟି ଜୁନିଅର କଲେଜରେ ରହିଛି ସର୍ବାଧିକ କଟ୍ ଅଫ୍ ମାର୍କ

କଳା
  • ବିଜେବି ଜୁନିଅର କଲେଜ, ଭୁବନେଶ୍ୱର (୭୧.୧୭%)
  • ରେଭେନ୍ସା ଜୁନିଅର କଲେଜ, କଟକ (୭୦.୧୭%)
  • ପତିତପାବନ ସଇଁକୁଳ ହାୟର୍ ସେକେଣ୍ଡାରୀ ସ୍କୁଲ, ଘସିପୁରା (୬୮.୫୦%)
ବିଜ୍ଞାନ-
  • ରେଭେନ୍ସା ଜୁନିଅର କଲେଜ, କଟକ (୯୦%)
  • ବିଜେବି ଜୁନିଅର କଲେଜ, ଭୁବନେଶ୍ୱର (୮୮.୬୭%)
  • ସରସ୍ୱତୀ ଶିଶୁ ମନ୍ଦିର, ବ୍ରହ୍ମପୁର (୮୭.୬୭%)
ବାଣିଜ୍ୟ-
  • ଗୋପାଳପୁର ଜୁନିୟର କଲେଜ, ବାଲେଶ୍ୱର (୮୦.୬୦%)
  • ଢେଙ୍କାନାଳ ଇଭନିଂ ଜୁନିଅର କଲେଜ, ଢେଙ୍କାନାଳ (୭୬.୧୭%)
  • ରେଭେନ୍ସା ଜୁନିଅର କଲେଜ, କଟକ (୭୬%)
Leave A Reply

Your email address will not be published.