Latest Odisha News

BREAKING NEWS

ନିର୍ମାଣ ପରେ ଏମିତି ଦେଖାଯିବ ରାମ ମନ୍ଦିର; ଫଟୋ ଜାରି କଲେ ଟ୍ରଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଟ୍ରଷ୍ଟ ପକ୍ଷରୁ ମନ୍ଦିରର କିଛି ମଡେଲ୍ ଜାରି କରାଯାଇଛି ।

ଏନେଇ ଟ୍ୱିଟ୍ କରିଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ।

 

ଭୂମି ପୂଜା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଥିବା ବେଳେ ଉତ୍ସବ ମୁଖର ହୋଇ ପଡିଛି ଅଯୋଧ୍ୟା ।

ଆସନ୍ତା ଅଗଷ୍ଟ ମାସ ୫ ତାରିଖରେ ପ୍ରଭୁ ରାମଙ୍କ ଜନ୍ମସ୍ଥାନରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ କରାଯିବ । ଯେଉଁଥିପାଇଁ ଦେଶର ଭିନ୍ନଭିନ୍ନ ସ୍ଥାନରୁ ପବିତ୍ର ନଦୀ ଜଳ ଓ ତୀର୍ଥ ସ୍ଥାନରୁ ମାଟି ସଂଗ୍ରହ ମଧ୍ୟ କରାଯାଇଛି ।

ଅଧିକ ପଢନ୍ତୁ- କାଲି ରାମ ମନ୍ଦିର ଭୂମିପୂଜନ, ଅଯୋଧ୍ୟାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଅଧିକ ପଢନ୍ତୁ- ରାମ ମନ୍ଦିରକୁ ନେଇ ରାଜ୍ୟ ରାଜନୀତି ସରଗରମ

 

Leave A Reply

Your email address will not be published.