ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ କେସ୍ ତଳକୁ ତଳକୁ ଖସୁଛି । କ୍ରମାଗତ ଚତୁର୍ଥ ଦିନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହଜାରେ ତଳେ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୮୮୬ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୫୧୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭୦ । ୧୮ ବର୍ଷ ଭିତରେ ଆଉ ୧୬୯ ପଜିଟିଭ୍ ବାହାରିଛନ୍ତି ।
Covid-19 Report For 16th Feb
New Positive Cases: 886
Of which 0-18 years: 169
In quarantine: 516
Local contacts: 370(Details of local contacts will be shared by concerned District)
1. Angul: 14
2. Balasore: 36
3. Bargarh: 10
4. Bhadrak: 11
5. Balangir: 13
6. Boudh: 5— I & PR Department, Odisha (@IPR_Odisha) February 17, 2022
ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ଶହେ ତଳକୁ ଖସିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ବାହାରିଛନ୍ତି ୮୬ ଆକ୍ରାନ୍ତ । ସୁନ୍ଦରଗଡ଼ରୁ ୭୯ ଓ କୋରାପୁଟରୁ ଚିହ୍ନଟ ହୋଇଛନ୍ତି ଆଉ ୬୬ ଆକ୍ରାନ୍ତ । ବାକି ସବୁ ଜିଲ୍ଲାରେ ୫୦ ଭିତରେ ରହିଛି ସଂକ୍ରମିତଙ୍କ ସଂଖ୍ୟା ।
23. Nawarangpur: 13
24. Nayagarh: 20
25. Nuapada: 19
26. Puri: 8
27. Rayagada: 22
28. Sambalpur: 179
29. Sonepur: 25
30. Sundargarh: 79
31. State Pool: 19New recoveries: 1639
Cumulative tested: 28656761
Positive: 1280784
Recovered: 1263106
Active cases: 8664— I & PR Department, Odisha (@IPR_Odisha) February 17, 2022
ମାଲକାନଗିରି, ପୁରୀ ଓ ବୌଦ୍ଧରେ ଦୈନିକ କେସ୍ ଦୁଇ ଅଙ୍କ ତଳେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟ ୧୨ଲକ୍ଷ ୮୦ହଜାର ୭୮୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୬୩ହଜାର ୧୦୬ ସଂକ୍ରମିତ । ଆକ୍ଟିଭ୍ କେସ୍ ସଂଖ୍ୟା ୮ହଜାର ୬୬୪ ରହିଛି ।
Comments are closed.