Latest Odisha News

BREAKING NEWS

Browsing Tag

New Corona Positive

କ୍ରମାଗତ ଚତୁର୍ଥ ଦିନରେ ରାଜ୍ୟରେ ହଜାରେ ତଳେ ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ କେସ୍ ତଳକୁ ତଳକୁ ଖସୁଛି । କ୍ରମାଗତ ଚତୁର୍ଥ ଦିନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହଜାରେ ତଳେ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୮୮୬ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୫୧୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା କେସ୍: ୩୬୨୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ପ୍ରତିଦିନ ୪ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୬୨୯ ଆକ୍ରାନ୍ତ । କାରେଣ୍ଟିନରୁ ୨୧୧୫ ଓ ଲୋକାଲ୍…

ଦେଶରେ ବଢୁଛି ଦୈନିକ କରୋନା ମୃତ୍ୟୁସଂଖ୍ୟା, ୧୦% ତଳେ ପଜିଟିଭ୍ ହାର

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା ସଂକ୍ରମଣ । ଦୈନିକ କେସ୍ ୨ ଲକ୍ଷ ତଳକୁ ଖସିଛି । ପାଖାପାଖି ଦେଢ଼ ଲକ୍ଷକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୬୧ହଜାର ୩୮୬ ଆକ୍ରାନ୍ତ । ଦୈନିକ ସଂକ୍ରମଣ ତଳକୁ ତଳକୁ ଖସୁଛି । ଦେଶରେ ଦୈନିକ ପଜିଟିଭ୍ ହାର ୯.୨୬ ପ୍ରତିଶତ ରହିଛି ।…

ରାଜ୍ୟରେ ତଳମୁହାଁ କରୋନା, ୨୩ ଜିଲ୍ଲାରୁ ୧୩୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ୧୫୦ ତଳକୁ ଖସିଲା ରାଜ୍ୟରେ କରୋନା ସଂକ୍ରମଣ । ବିଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୩୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୬ଟି କ୍ୱାରେଣ୍ଟାଇନ୍ ମାମଲା ହୋଇଥିବା ବେଳେ ୫୪ଟି ସ୍ଥାନୀୟ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରୁ…

ଭାଙ୍ଗିଲା ସବୁ ରେକର୍ଡ: ଦେଶରେ ୨୪ ଘଣ୍ଟାରେ ୯୦ ହଜାର ଟପିଲା ସଂକ୍ରମଣ, ୧ ହଜାରରୁ ଅଧିକ ମୃତ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ଆଜି ଦିନରେ ୧ ଲକ୍ଷ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର । ସବୁ ରେକର୍ଡ ଭାଙ୍ଗି ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୯୦,୬୩୩ ଜଣ…