ପ୍ୟାରିସ୍: ସମଗ୍ର ବିଶ୍ବରେ କରୋନାର ନୂଆ ରୂପ ଓମିକ୍ରନ୍ କାୟା ବିସ୍ତାର କରିଚାଲିଛି। ମହାମାରୀ ଆରମ୍ଭରୁ ୧୦ ମିଲିୟନରୁ ଅଧିକ କରୋନା ସଂକ୍ରମଣ ରିପୋର୍ଟ କରିବାରେ ଫ୍ରାନ୍ସ ବିଶ୍ୱର ଷଷ୍ଠ ଦେଶ ପାଲଟିଛି।
ଏ ନେଇ ଶନିବାର ସରକାରୀ ତଥ୍ୟ ପ୍ରକାଶ ପାଇଛି।
ସର୍ବାଧିକ କରୋନା ମାମଲା ବାହାରିବା ତାଲିକାରେ ଆମେରିକା, ଭାରତ, ବ୍ରାଜିଲ, ବ୍ରିଟେନ ଏବଂ ରୁଷ ସହିତ ଫ୍ରାନ୍ସ ଷଷ୍ଠ ଦେଶ ଭାବେ ଯୋଡି ହୋଇଛି।
Comments are closed.