Latest Odisha News

BREAKING NEWS

Browsing Tag

France

ଫ୍ରାନ୍ସଠୁ ଆଉ ୨୬ଟି ରାଫେଲ୍ କିଣିବ ଭାରତ, ନୌସେନାରେ ହେବ ସାମିଲ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ରକ୍ଷା ଅଧିଗ୍ରହଣ ପରିଷଦ ୩ଟି ପ୍ରସ୍ତାବକୁ ଅନୁମୋଦନ କରିଛି । ଫାନ୍ସ ଠାରୁ ଭାରତୀୟ ସେନା ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଯୁକ୍ତ ୨୬ଟି ରାଫେଲ୍ କିଣାଯିବ । ଯେଉଁଥିପାଇଁ କ୍ରିଉ ଟ୍ରେନିଂ ଓ ଲଜିଷ୍ଟିକ୍…

ଫିଫା ବିଶ୍ୱକପ ଫାଇନାଲରେ ହାରିବା ପରେ ଫ୍ରାନ୍ସରେ ହିଂସା ଘଟାଇଲେ ପ୍ରଶଂସକ

ଫ୍ରାନ୍ସ : ଫିଫା ବିଶ୍ୱକପରେ ହାରିବା ପରେ ଫ୍ରାନ୍ସର ଅନେକ ସହରରେ ହିଂସା । ପ୍ରଶଂସକ ଉତ୍ତେଜିତ ହୋଇ ହିଂସା ଘଟାଇଛନ୍ତି । ଜାହିର କରିଛନ୍ତି ଅସନ୍ତୋଷ। ଗାଡି ଭାଙ୍ଗି ନିଆଁ ଲଗେଇ ଦେଇଛନ୍ତି । ପରିସ୍ଥିତି ଜଟିଳ ହେବାରୁ ନିୟନ୍ତ୍ରଣ ପାଇଁ ପୋଲିସ ଟିଅର୍ ଗ୍ୟାସ୍ ପ୍ରଯୋଗ କରିଥିଲା ।…

ଦୁନିଆର ଏମିତି ସ୍ଥାନ ଯେଉଁଠି ୬ ମାସ ଲେଖାଏ ଶାସନ କରନ୍ତି ୨ ଦେଶ

ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ସ୍ଥାନ ଉପରେ କୌଣସି ଏକ ଦେଶର ଆଧିପତ୍ୟ ଥାଏ । ସେହି ଦେଶର ସେନା ସେଠାର ସୁରକ୍ଷା ଦାୟିତ୍ୱରେ ରୁହେ । କିନ୍ତୁ ଫ୍ରାନ୍ସ ଓ ସ୍ପେନ୍ ସୀମାରେ ଏମିତି ଏକ ଦ୍ୱୀପ ଅଛି ଯେଉଁଠି ଦୁଇ ଦେଶର ସରକାର ୬ ମାସ ଲେଖାଏ ଚାଲେ । ନା ଏଥିପାଇଁ କିଛି ଲଢ଼େଇ ହୁଏ ନା ଝଗଡ଼ା ।…

୧୦ ମିଲିୟନରୁ ଅଧିକ କୋଭିଡ ମାମଲା ରିପୋର୍ଟ କରିଥିବା ଦେଶ ତାଲିକାରେ ଷଷ୍ଠରେ ଫ୍ରାନ୍ସ

ପ୍ୟାରିସ୍‌: ସମଗ୍ର ବିଶ୍ବରେ କରୋନାର ନୂଆ ରୂପ ଓମିକ୍ରନ୍‌ କାୟା ବିସ୍ତାର କରିଚାଲିଛି। ମହାମାରୀ ଆରମ୍ଭରୁ ୧୦ ମିଲିୟନରୁ ଅଧିକ କରୋନା ସଂକ୍ରମଣ ରିପୋର୍ଟ କରିବାରେ ଫ୍ରାନ୍ସ ବିଶ୍ୱର ଷଷ୍ଠ ଦେଶ ପାଲଟିଛି। ଏ ନେଇ ଶନିବାର ସରକାରୀ ତଥ୍ୟ ପ୍ରକାଶ ପାଇଛି। ସର୍ବାଧିକ କରୋନା ମାମଲା…

ଭାରତୀୟ ବାୟୁସେନା ଫ୍ରାନ୍ସଠାରୁ ଆଣିଲା ମିରାଜ-୨୦୦୦ ଲଢୁଆ ବିମାନ

ଦିଲ୍ଲୀ : ଶତ୍ରୁକୁ ଟକ୍କର ଦେବା ପାଇଁ ଭରତୀୟ ସେନାର ପ୍ରସ୍ତୁତି ଆରମ୍ଭ । ଫ୍ରାନ୍ସ ବାୟୁସେନାରେ ପୂର୍ବରୁ ବ୍ୟବହାର ହୋଇଥିବା ଦୁଇଟି ମିରେଜ ୨୦୦୦ ଲଢୁଆ ବିମାନ ଗୁରୁବାର ଭାରତରେ ପହଁଚିଛି ।ଏହି ବିମାନ ଗ୍ୱାଲିଅର ଏୟାରବେସରେ ପହଁଚିଛି । ତେବେ ବାୟୁସେନାରେ ସାମିଲ କରିବା ପୂର୍ବରୁ…

ଗଭୀର ଜଳରାଶିରେ ବୁଡିଗଲା ବୋଟ୍ ୩୧ ବିଦେଶୀଙ୍କ ମୃତ୍ୟୁ ଆଶଙ୍କା

ଫ୍ରାନ୍ସ : ବ୍ରିଟେନ୍ ଅଭିମୁଖେ ଯାଉଥିବା ଏକ ବୋଟ୍ ବୁଡିଯିବା କାରଣରୁ ୩୧ ଜଣ ବିଦେଶୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଫ୍ରାନ୍ସର ଗୃହମନ୍ତ୍ରୀ ଜୋରାଲଡ୍ ଡର୍ମାନିନ୍ କହିଛନ୍ତି ଯେ । ବୋଟ୍ ରେ ୩୪ ଜଣ ବ୍ୟକ୍ତି ଯାତ୍ରା କରୁଥିଲେ । ବିପଦଜ୍ଜନକ ଜଳରାଶିରେ ପାର ହେବା ସମୟରେ ଇିିଂଲିସ୍…

ଫ୍ରାନ୍ସରେ କରୋନାର ତୃତୀୟ ଲହରୀ

ପ୍ୟାରିସ୍: ବିଶ୍ୱବ୍ୟାପୀ କରୋନା ଆତଙ୍କ ଲାଗି ରହିଛି । ମଙ୍ଗଳବାର ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ୍ କାଷ୍ଟେକ୍ସ ସଂସଦରେ କହିଛନ୍ତି- ଫ୍ରାନ୍ସରେ ମହାମାରୀ କରୋନାର ତୃତୀୟ ଲହରୀ ଆରମ୍ଭ ହୋଇଛି । ୨୦୨୦ ନଭେମ୍ବର ପରେ ପ୍ରଥମଥର ପାଇଁ ବିଗତ ସପ୍ତାହେ ହେଲା ଦୈନିକ ୨୫ ହଜାରରୁ ଅଧିକ ସଂକ୍ରମିତ…

ଆର୍ଥିକ ଅଭିବୃଦ୍ଧି ହାରରେ ଭାରତଠାରୁ ପଛରେ ପଡ଼ିବେ ଚୀନ, ଫ୍ରାନ୍ସ: IMF

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ମୁଦ୍ରାକୋଷ (IMF) ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଭଲ ସଂକେତ ଦେଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୨ ଅଙ୍କ ଛୁଇଁବ । ଆଇଏମଏଫ ଅନୁମାନ ଅନୁସାରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ବଢ଼ିବ । କରୋନା ସଂକଟ କାଳରେ…

ଫ୍ରାନ୍ସରେ ପହଞ୍ଚିଲା ବ୍ରିଟେନ୍‌ର ନୂଆ କରୋନା ଷ୍ଟ୍ରେନ୍‌

ପ୍ୟାରିସ୍: ବ୍ରିଟେନରେ ବ୍ୟାପିଥିବା ନୂଆ କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବର୍ତ୍ତମାନ ଫ୍ରାନ୍ସରେ ବ୍ରିଟେନର ଏହି ନୂତନ କରୋନା ଭାଇରସ୍‌ର ପରିବର୍ତ୍ତିତ ରୂପ ପ୍ରଥମ ମାମଲା ରିପୋର୍ଟ ହୋଇଛି। ଏ ନେଇ ଫ୍ରାନ୍ସ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ବିଏଫଏମଟିଭି…

୨ ଦିନିଆ ଫ୍ରାନ୍ସ ଗସ୍ତରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ୨ଦିନିଆ ଫ୍ରାନ୍ସ ଗସ୍ତରେ ବାହାରିିଛନ୍ତି । ଏହି ୨ ଦିନିଆ ଗସ୍ତ ଅବସରରେ ମୋଦି ପ୍ରଥମେ ଫ୍ରାନ୍ସରେ ପହଞ୍ଚିବା ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ଏହି…