ଦିନ ଦ୍ୱିପ୍ରହରରେ ଗାଡି କାଚ ଭାଙ୍ଗି ଲୁଟି ନେଲେ ୪ ଲକ୍ଷ
କଟକ: କଟକର ମହାନଦୀ ବିହାରରେ ଗତ ଶୁକ୍ରବାର ଦିନ କିଛି ଦୁବୃର୍ତ୍ତ ଦିନ ଦ୍ୱିପ୍ରହରରେ କାର କାଚ ଭାଙ୍ଗି ପ୍ରାୟ ୪ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ।
ଲୁଟର ଶିକାର ହୋଇଥିବା ଯୁବକ ଜଣକ କହ୍ନେଇପୁର ଅଞ୍ଚଳର ପ୍ରଶାନ୍ତ ସେନାପତି ବୋଲି ଜଣାପଡିଛି । ସେ ଏନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ମଧ୍ୟ…