Latest Odisha News

BREAKING NEWS

ଦିଲ୍ଳୀ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: ଚାନ୍ଦିନୀଚୌକରୁ ଅଳକାଙ୍କୁ ଟିକେଟ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାରି ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା । ଦଳ ପ୍ରଥମ ପର୍ଯ୍ୟାୟରେ ୫୪ଟି ଆସନ ପାଇଁ ପାର୍ଥୀଙ୍କ ନାଁ ଘୋଷଣା କରିଛି । ଦିଲ୍ଲୀ ଚାନ୍ଦନୀଚୌକରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟିକାଙ୍କୁ ଏଥର ଟିକେଟ ଦେଇଛି କଂଗ୍ରେସ । ଏହି ଆସନରୁ…

ଡଃ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ପ୍ରଖ୍ୟାତ ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ନିଜର ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ସୁନନ୍ଦା ପଟ୍ଟନାୟକଙ୍କୁ ଭାରତୀୟ ସଙ୍ଗୀତ ଜଗତର ମହାନ ବିଭୂତି ଭାବରେ ବର୍ଣ୍ଣନା…

ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି କରେ କାର୍ଟୁନ ବହି !

ଭୁବନେଶ୍ୱର: ଛୋଟପିଲାଙ୍କ ମନ ଭାରି ଚଞ୍ଚଳ ହୋଇଥାଏ । କୌଣସି ଏକ ବସ୍ତୁରେ ତାଙ୍କ ମନକୁ ଲଗାଇ ରଖିବା କାଠିକର କଥା ହୋଇଥାଏ । ସବୁ ଅଭିଭାବକଙ୍କ ଇଛା ତାଙ୍କ ପିଲା ଛୋଟ ବେଳୁ ହିଁ ଖେଳକୁଦ ସାଙ୍ଗରେ ପାଠପଢାରେ ବି ପାରଙ୍ଗମ ହେଉ । ଏଥିପାଇଁ ପିଲାର ସ୍ମୃତିଶକ୍ତି ପ୍ରଖର ହେବ ନିତ୍ୟାନ୍ତ…

ଏହିଭଳି ନିଅନ୍ତୁ ଉଲେନ କପଡ଼ାର ଯତ୍ନ…

ଭୁବନେଶ୍ୱର: ଶୀତ ଦାଉରୁ ରକ୍ଷାପାଇବା ପାଇଁ ଶୀତଦିନେ ଆମେ ଭଳିକି ଭଳି ଉଲେନ୍‌ କପଡ଼ାର ବ୍ୟବହାର କରିଥାଉ । ଅନ୍ୟ ଶୀତବସ୍ତ୍ର ତୁଳନାରେ ନା କେବଳ ଏହା ଆରାମଦାୟକ ବରଂ ଏହା ବେଶ୍‌ ଆକର୍ଷଣୀୟ ଏବଂ ଷ୍ଟାଇଲିସ୍‌ ଲୁକ୍‌ ମଧ୍ୟ ଦେଇଥାଏ। ତେବେ ସଠିକ ଭାବେ ଏହିସବୁ ଏହି ଉଲେନ୍‌ କପଡ଼ାର ଯତ୍ନ…

ଯାଜପୁରର ଏହି ଚାଷୀ ମୋବାଇଲରୁ ପାଇଲେ ପରାମର୍ଶ; କିପରି ପ୍ରଚୁର ଧାନ ଅମଳ କଲେ ଜାଣନ୍ତୁ…

ଯାଜପୁର: ଏହା ହେଉଛି ହାଇ-ଟେକର ଯୁଗ । ଯଦି ହାଇ-ଟେକ୍ ଦ୍ୱାରା ସବୁକିଛି ସମ୍ଭବ ହୋଇପାରୁଛି ତେବେ କୃଷିକ୍ଷେତ୍ରରେ ଏହି ହାଇ-ଟେକ୍ ପଦ୍ଧତି କାହିଁକି ଉପଯୋଗ ହୋଇ ନ’ପାରିବ? ଆଜିକାଲି ବର୍ଷର୍ା, ବନ୍ୟା ଏପରିକି ପାଣିପାଗ ପରିସ୍ଥିତି ଚାଷ କାର୍ଯରେ ଅନେକ ବାଧା ସୃଷ୍ଟି କରିବା ଦେଖାଯାଉଛି ।…

ରାହୁଲ ଗାନ୍ଧୀ ହାଜିର ହୋ’.. ରାଞ୍ଚି କୋର୍ଟରୁ ରାହୁଲଙ୍କୁ ଡାକରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୋର ବୋଲି ଟିପ୍ପଣି ଦେବା ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତିଗତ ଭାବେ ହାଜର ହେବାକୁ ରାଞ୍ଚି ସିଭିଲ କୋର୍ଟ କଂଗ୍ରେସ ଉପାଧ୍ୟକ୍ଷଙ୍କୁ ସମନ କରିଛି । ଫେବୃଆରୀ ୨୨ ପୂର୍ବରୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…

ଶିରିଡିରେ ବନ୍ଦ ପାଳନ; ଖୋଲା ରହିଛି ସାଇବାବାଙ୍କ ମନ୍ଦିର

ଶିରିଡି: ମହାରାଷ୍ଟ୍ରରେ ଶିରିଡି ସାଇ ବାବାଙ୍କ ଜନ୍ମସ୍ଥଳୀକୁ ନେଇ ଉଠିଥିବା ବିବାଦ ଯୋଗୁଁ ରବିବାର ତଥା ଜାନୁୟାରୀ ୧୯ ତାରିଖ ଦିନ ସ୍ଥାନୀୟ ଲୋକ ଓ ଭକ୍ତମାନେ ଶିରିଡି ବନ୍ଦ ପାଳନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ସମଗ୍ର ଶିରିଡିରେ ଏହି ବନ୍ଦ ପାଳନ କରାଯାଇଥିବା ବେଳେ ରବିବାର…

ସମୁଦ୍ର ମଧ୍ୟରେ ଧକ୍କା ହେଲା ଦୁଇ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ବ୍ରହ୍ମପୁର: ଗଞ୍ଜାମର ଗୋପାଳପୁର ଠାରେ ସମୁଦ୍ର ମଧ୍ୟରେ କୌଣସି କାରଣବଶତଃ ଦୁଇଟି ଡଙ୍ଗା ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ଉଭୟ ଡଙ୍ଗାରେ ଥିବା ପ୍ରାୟ ୧୮ ଜଣ ମତ୍ସଜୀବୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଆଜି ଭୋର ସମୟରେ ଏକ ଡଙ୍ଗା…

ପ୍ରଖ୍ୟାତ୍ ଓଡିଆ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଶାର ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଗାୟକ ତଥା ମହାନ ଓଡିଆ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ କନ୍ୟା ସୁନନ୍ଦାଙ୍କ ରବିବାର ଭୋର ପ୍ରାୟ ୪ଟା ୩୦ମି. ସମୟରେ ଦେହାନ୍ତ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।…

ଭାରତ ଓ ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ ମ୍ୟାଚ୍‌; ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ

ବେଙ୍ଗାଲୁରୁ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବେଙ୍ଗାଲୁର ଠାରେ ରବିବାର ଦିନ ସିରିଜର ଅନ୍ତିମ ତଥା ଶେଷ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ଏହି ଅନ୍ତିମ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ ମଇଦାନକୁ ଓହ୍ଲାଇବାକୁ ଯାଉଛି । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ…