Latest Odisha News

BREAKING NEWS

ଅନ୍ତିମ ପର୍ଯ୍ୟାୟରେ ଧନୁଯାତ୍ରା: ଆଜି ହେବ କଂସ ବଦ୍ଧ…

ବରଗଡ଼: ଅନ୍ତିମ ପର୍ଯ୍ୟାୟରେ ବରଗଡ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ଶ୍ରୀକୃଷ୍ଣ କରିବେ କଂସ ବଦ୍ଧ। କଂସ ବଦ୍ଧ ପାଇଁ କୃଷ୍ଣ-ବଳରାମ ମଥୁରା ନଗରୀରେ ପହଞ୍ଚିଛନ୍ତି । ନିଜର ପ୍ରିୟ ଭଗବାନ କୃଷ୍ଣ ବଳରାମଙ୍କୁ ପାଇ ଆତ୍ମ ବିଭୋର ହୋଇଯାଇଛନ୍ତି ମଥୁରାବାସୀ । ଅକ୍ରୁରଙ୍କ ସହ…

ଖାଇବେ ରସଗୋଲା ଆସିବ ଗୁପଚୁପର ସ୍ୱାଦ; ଜାଣନ୍ତୁ, କେଉଁଠି ହେଉଛି ପ୍ରସ୍ତୁତ

ଭୁବନେଶ୍ୱର: ବିଭିନ୍ନତା ମଧ୍ୟରେ ଏକତା ଆମ ଭାରତ । ଏହାର ଆୟତନ ଯେତିକି ବଡ଼ ସେତିକି ବିଶାଳ ଏହାର ଖାଦ୍ୟ ଖାଇବା ଓ ଖୁଆଇବାର ଶୈଳୀ ।  ଆମେ ଭାରତୀୟ ମାନେ ଖାଇବାକୁ ଏତେ ଭଲ ପାଆନ୍ତି ଯେ, ଖାଦ୍ୟକୁ ନେଇ ପରୀକ୍ଷଣ କରିବାରେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ସେଥିପାଇଁ ଆମର ଏଠାରେ ଫିୟୁଜନ…

ଓଡ଼ିଆ ବୈଜ୍ଞାନିକଙ୍କ ଉଲ୍ଲେଖନୀୟ ଗବେଷଣା; ପୌରାଣିକ ସରସ୍ୱତୀ ନଦୀର ମିଳିଲା ସନ୍ଧାନ !

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଭାରତରେ ପ୍ରବାହିତ ହେଉଥିବା ଘଘର ନଦୀ ହିଁ ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀ, ଏହା ପ୍ରମାଣ କରିଛନ୍ତି ଓଡ଼ିଆ ବୈଜ୍ଞାନିକ ପ୍ରଫେସର ଜ୍ୟୋତିରଂଜନ ଶ୍ରୀଚନ୍ଦନ ରାୟ ଏବଂ ତାଙ୍କ ଅଧିନରେ ପିଏଚ୍.ଡି. କରୁଥିବା ଅହମ୍ମଦାବାଦସ୍ଥିତ ଫିଜିକାଲ୍ ରିସର୍ଚ୍ଚ ଲାବୋରାଟୋରିର…

ଯୁକ୍ତଦୁଇ ପରୀକ୍ଷାଖାତା ମୂଲ୍ୟାଙ୍କନକୁ ସରକାରଙ୍କ ଗୁରୁତ୍ୱ; ଖାତା ଦେଖିବେ ୧୭ହଜାର ମୂଲ୍ୟାଙ୍କନକାରୀ

ଭୁବନେଶ୍ୱର: ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ ୨୦୨୦ ଯୁକ୍ତଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକର ଥିଓରୀ ପରୀକ୍ଷା ।  ଯୁକ୍ତଦୁଇ ପରୀକ୍ଷାଖାତା ମୂଲ୍ୟାଙ୍କନକୁ ଶିକ୍ଷାବିଭାଗ ଗୁରୁତ୍ୱ ଦେଉଥିବା ବେଳେ ଏହାକୂ  ତ୍ରୁଟି ଶୂନ୍ୟ କରିବା ପାଇଁ ବିଭାଗ ପାଗ ଭିଡିଛି । ପ୍ରଥମ…

ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ; ସୁନାବେଶରେ ଝଟକନ୍ତି ମହାପ୍ରଭୁ…

ପୁରୀ: ସୁନା ବେଶ ବା ରାଜାବେଶ ବା ବଡତଢ଼ାଉ ବେଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ବେଶ । ଏଥିରେ ଠାକୁରଙ୍କୁ ସୁବର୍ଣ୍ଣ ଆଭୁଷଣରେ ସାଜ କରାଯାଏ । ପ୍ରତି ବର୍ଷ ସୁନାବେଶ ପାଂଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ…

ଓଡ଼ିଶାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବନାହିଁ; ସ୍ୱାଭାବିକ ପାଳିତ ହେବ ଦେବନୀତି

ଭୁବନେଶ୍ୱର: ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ହେଉଥିଲେ ମଧ୍ୟ ଓଡ଼ିଶାରେ ଏହାର କୌଣସି ପ୍ରଭାବ ରହିବ ନାହିଁ । ଓଡ଼ିଶାରେ ଆଜିର ଏହି ଚନ୍ଦ୍ରଗ୍ରହଣ ଆଦୌ ଦୃଶ୍ୟମାନ ହେବନାହିଁ । ତେଣୁ ଦୈନନ୍ଦିନ ପୂଜା ପଦ୍ଧତିରେ କୌଣସି ପରିବର୍ତ୍ତନ ହେବନାହିଁ ଏଥିସହିହତ…

‘ମୁଁ ପରଦେଶୀ ଚଢେଇ’ ସହ ‘କୁଇନ’ ଓ ‘ବାବୁ ଭାଇଜାନ’ଙ୍କ କଡା ଟକ୍କର୍ !

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ଲାଗି ଶୁଭ ଖବର । ୨୦୨୦ ବର୍ଷ ଆରମ୍ଭରୁ ମାନେ ଜାନୁଆରୀ ମାସରୁ ତିନି ତିନି ଟି ଓଡ଼ିଆ ଫିଲ୍ମ ରିଲିଜ ହେବାକୁ ଯାଉଛି । ଚଳିତ ମାସରେ ପରଦାରେ ସିଧାସଳଖ ଲଢେ଼ଇ ହେବ କୁଇନ, ବାବୁ ଭାଇଜାନ ଏବଂ ମୁଁ ପରାଦେଶୀ ଚଢେଇ ସିନେମା ମଧ୍ୟରେ । ବଡ଼ ପରଦାରେ ଏହି…

ପାରଳାଖେମୁଣ୍ଡିରେ ସମ୍ପନ୍ନ ହେବ ମହାରାଜାଙ୍କ ଶେଷକୃତ୍ୟ: ଉପସ୍ଥିତ ରହିବେ ମନ୍ତ୍ରୀ ବିକ୍ରମ କେଶରୀ

ଭୁବନେଶ୍ୱର: ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କର ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ମହାରାଜା ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

୮ ଦଫା ଦାବି ନେଇ ପାରାଦୀପ ପିଆଇସିଟି କମ୍ପାନୀ ସମ୍ମୁଖରେ ଧାରଣାଦେେଲେ କାର୍ଯ୍ୟରତ ଶ୍ରମିକ

ପାରାଦୀପ: କାର୍ଯ୍ୟରତ ଶ୍ରମିକମାନେ ପାରାଦୀପର ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ ୮ ଦଫା ଦାବି ପୂରଣ ନେଇ ଧାରଣାରେ ବସିଛନ୍ତି । ପାରାଦୀପ ପୋର୍ଟ ଆଣ୍ଡ ଡ଼କ୍ ମଜଦୁର ୟୁନିଅନ ପକ୍ଷରୁ ଆଠଦଫା ଦାବି ନେଇ ଧାରଣା ରେ ବସିଛନ୍ତି ଶତାଧିକ ଶ୍ରମିକ । ପିଆଇସିଟି କମ୍ପାନୀ ରେ ଠିକାଦାର ଅଧିନରେ…

ଗିରଫ ହେଲେ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଚହଳ ସୃଷ୍ଟି କରିଥିବା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ପୋଲିସ ହାତରେ ଧରାପଡିଥିବା ମୁଖ୍ୟର ନାମ ଋଷିକେଶ ଦେୱଡିକର ହୋଇଥିବା ବେଳେ ତାକୁ ୪୪ ବର୍ଷ ବୋଲି ଜଣାପଡିଛି । ଏହି ହତ୍ୟାକାଣ୍ଡ ଘଟାଇ ଫେରାର…