Latest Odisha News

BREAKING NEWS

ଆଜି ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି; ୪ ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ…

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ…

ଝାଡ଼ଖଣ୍ଡରେ ୨ୟ ପର୍ଯ୍ୟାୟ ମତଦାନ ଡ଼ିସେମ୍ବର ୭ରେ, ୨୦ଟି ଆସନରେ ହେବ ଭୋଟଗ୍ରହଣ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ ୨ୟ ପର୍ଯ୍ୟାୟ ଭୋଟଗ୍ରହଣ । ଏହି ନିର୍ବାଚନ ଲାଗି ନିର୍ବାଚନ ପ୍ରଚାର ପହଞ୍ଚିଛି ଚୂଡ଼ାନ୍ତ ପର୍ଯ୍ୟାୟରେ । ଅଧିକାଂଶ ପ୍ରାର୍ଥୀମାନେ ଘରଘର ବୁଲି ଭୋଟ ସମର୍ଥନ ସଂଗ୍ରହ କରୁଥିବା ବେଳେ କେତେକ ନିର୍ବାଚନ ମଣ୍ଡଳୀରେ…

ସ୍ୱଚ୍ଛ ଶିକ୍ଷାନୁଷ୍ଠାନ ଭାବେ ପୁରସ୍କୃତ ହେଲା ‘ସୋଆ’ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମଡ୍ ଟୁ ବି ୟୁନିଭର୍ସିଟି) ପୂର୍ବ ଭାରତର ପ୍ରଥମ ଓ ଏକ ମାତ୍ର ସ୍ୱଚ୍ଛ ଉଚ୍ଚ ଶିକ୍ଷାନୁଷ୍ଠାନ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଘୋଷଣା କରାଯାଇଥିବା ଆବାସିକ ବିଶ୍ୱବିଦ୍ୟାଳୟ ସ୍ୱଚ୍ଛତା ର‌୍ୟାଙ୍କିଂ ତାଲିକାରେ ସୋଆ ଦେଶରେ ପଞ୍ଚମ…

ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଭୃଗୁ ଆଶ୍ରମ; ଯେଉଁଠି ପୂଜା ପାଆନ୍ତି କଂସର ଚୌକିଦାର ଉଗ୍ରସେନ !

ପୁରୀ: ଶ୍ରୀମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ବାଲିସାହିରେ ପୁରାତନ ଓ ପାରମ୍ପାରିକ ମୂଲ୍ୟବୋଧରେ ଭରପୂର ଭୃଗୁ ଆଶ୍ରମ ରହିଛି । ଏହି ସାହିର ଦାଣ୍ଡରେ ପ୍ରତି ଅମବାସ୍ୟାରେ ନାରାୟଣ ସାଗର ବିଜେ କରନ୍ତି । ବର୍ତମାନ ଏହାର ପ୍ରକୃତ ରକ୍ଷଣାବେକ୍ଷଣା ହେଉ ନ ଥିବାରୁ ଭକ୍ତ ତଥା ପର୍ଯ୍ୟଟକଙ୍କୁ ବିଶେଷ…

ଓଡିଶା ଉପକୂଳରୁ ପୃଥ୍ୱୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ସ୍ୱଳ୍ପ ଦୂରଗାମୀ ପୃଥ୍ୱୀ-୨ ମିସାଇଲର ସଫଳ ଉତକ୍ଷେପଣ କରାଯାଇଛି । ଏହି ବ୍ୟାବହାରିକ ପରୀକ୍ଷଣ ଓଡିଶା ଉପକୂଳ ସ୍ଥିତ ବାଲେଶ୍ୱର ଚାନ୍ଦିପୁରର ଇଣ୍ଟିଗ୍ରେଟ୍ ଟେଷ୍ଟ ରେଞ୍ଜ(ଆଇଟିଆର୍)ର ଏକ ମୋବାଇଲ୍ ଲଞ୍ଚର ଜରିଆରେ ମଙ୍ଗଳବାର ଦିନ ରାତି…

ପି.ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ଦିନ ସୁପ୍ରିମୋକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଚିଦାମ୍ବରମଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରାଯାଇଥିଲା…

ବୀରତ୍ୱର ପ୍ରତୀକ ସ୍ୱରୂପ ‘ନୌସେନା ଦିବସ’; ଜାଣନ୍ତୁ କାହିଁକି ହୁଏ ପାଳିତ

ଭୁବନେଶ୍ୱର: ଆଜି ନୌସେନା ଦିବସ । ୧୯୭୧ ମସିହା ଡିସେମ୍ବର ୪ ତାରିଖ ଆଜିର ଦିନରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ବୀରତ୍ୱର ପ୍ରତୀକ ସ୍ୱରୂପ ‘ନୌସେନା ଦିବସ’ ପାଳନ କରାଯାଇଆସୁଅଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଭାରତୀୟ ନୌସେନାକୁ ଅଭିବାଦନ…

ଅଲିମ୍ପିକ୍ସ ଯୋଗ୍ୟତା ଲାଗି କଳିଙ୍ଗରେ ଦୂତୀଙ୍କ ଜୋରଦାର୍ ପ୍ରସ୍ତୁତି; ଜାରି କଲେ ଭିଡ଼ିଓ…

ଭୁବନେଶ୍ୱର: ଦୌଡ଼ରାଣୀ ଦୂତୀ ଚାନ୍ଦ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । Morning training sessions pic.twitter.com/jIx6Q3Nrnq — Dutee Chand (@DuteeChand) December 4, 2019 ସେ ସୋସିଆଲ୍…

କୋଣାର୍କ ଉତ୍ସବରେ ଓଡ଼ିଶୀ ଓ ମୋହିନୀ ଆଟ୍ଟମ; ନୃତ୍ୟାଙ୍ଗନାଙ୍କ ନୃତ୍ୟରେ ଝୁମିଲେ ବିଭୋର ଦର୍ଶକ…

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ପ୍ରକ୍ଷାପିତ କରିଥିଲା । ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ…