Latest Odisha News

BREAKING NEWS

ପାକିସ୍ତାନର ଅସ୍ତ୍ର ବିରତି ଉଲଂଘନ; ଜଣେ ଭାରତୀୟ ଯବାନ ସହିଦ

ପୁଞ୍ଚ: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା କେଜି ସେକ୍ଟରଠାରେ ଶୁକ୍ରବାର ସକାଳୁ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ର ବିରତି ଉଲଂଘନ କରାଯାଇ ଗୁଳି ଚଳାଇବା ସହ ସେଲିଙ୍ଗ ନିକ୍ଷେପ କରାଯାଇଛି । ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ…

ବାତ୍ୟା ବୁଲବୁଲ୍: ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର: ସାମୁଦ୍ରିକ ଝଡ ବୁଲବୁଲ୍ ପ୍ରଭାବରେ ଉପକୂଳବର୍ତ୍ତି ୯ଟି ଜିଲ୍ଲାରେ ପବନ ଓ ବର୍ଷା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଅତି ଭୟଙ୍କର ରୂପ ନେଉଛି ‘ବୁଲବୁଲ୍’, ଜାଣନ୍ତୁ କେଉଁ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ଧାରଣ କରୁଥିବା ବେଳେ ଏହାର ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଶୁକ୍ରବାର ଦିନ ଆକଳନ କରାଯାଇଛି । ଆଇଏମଡି ପକ୍ଷରୁ ଜାରି ସଦ୍ୟତମ ବୁଲେଟିନ୍…

ବାତ୍ୟା ବୁଲବୁଲ୍: ଆଉ ଏକ ଜିଲ୍ଳାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଘୋଷଣା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ବୁଲବୁଲ ପ୍ରଭାବରେ ଶୁକ୍ରବାର ଓ ଶନିବାର ଓଡ଼ିଶା ତଥା ପଶ୍ଚିମବଙ୍ଗରେ ହେବାକୁ ଥିବା ସମ୍ଭାବ୍ୟ ବର୍ଷା ତଥା ପବନକୁ ଲକ୍ଷ୍ୟ ରଖି ଶୁକ୍ରବାର ଦିନ ଓଡ଼ିଶାର ଆଉ ଏକ ଜିଲ୍ଲାର ସ୍କୁଲ ଗୁଡିକୁ ଜିଲ୍ଲା ପ୍ରଶାସନ ଛୁଟି ଘୋଷଣା କରିଛନ୍ତି। ଆଜି ଯାଜପୁର…

ପହିଲି ପଞ୍ଚୁକରେ ଲୋକାରଣ୍ୟ ଧବଳେଶ୍ବର ପୀଠ

କଟକ: ପବିତ୍ର କାର୍ତ୍ତିକମାସର ଶେଷ ପର୍ବ ପଞ୍ଚୁକର ଆଜି ପ୍ରଥମ ଦିନ । ଆଜିଠାରୁ ବାବା ଧବଳେଶ୍ବର ପୀଠରେ ଆରମ୍ଭ ହେଉଛି ବଡଓଷା ବ୍ରତ । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯିବ । କାର୍ତ୍ତିକ ବ୍ରତ ତଥା ବଡଓଷା କରିଥିବା ଭକ୍ତ ମାନେ…

ବାତ୍ୟା ବୁଲବୁଲର ପ୍ରଭାବ; ସାମାନ୍ୟ ପବନ ସହିତ ବର୍ଷା ଆରମ୍ଭ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲବୁଲର ପ୍ରଭାବ ଆଜି ଓଡ଼ିଶାରେ ଅନୁଭୂତ ହୋଇଛି । ଏହି ବାତ୍ୟା ଯେତିକି ପାଖେଇ ଆସୁଛି ସେତିକି ମାତ୍ରାରେ ଏହାର ପ୍ରଭାବ ଅନୁଭବ କରିହେଉଛି । ଏହାର ପ୍ରଭାବରେ ଜଗତସିଂହପୁର ଜିଲ୍ଲାର କେତେକ ଉପପୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସହିତ…

ବାତ୍ୟା ବୁଲବୁଲ୍: ୯ ତାରିଖରେ ୯ଟି ଜିଲ୍ଲାର ସ୍କୁଲ ରହିବ ବନ୍ଦ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ବୁଲବୁଲ ପ୍ରଭାବରେ ଓଡ଼ିଶାରେ ସମ୍ଭାବ୍ୟ ବର୍ଷା ତଥା ପବନକୁ ଲକ୍ଷ୍ୟ ରଖି ଓଡ଼ିଶା ସରକାର ଶୁକ୍ରବାର ଦିନ ରାଜ୍ୟର ୩ଟି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବାତ୍ୟା ବୁଲବୁଲର…

ଆଜିଠୁ ପଞ୍ଚୁକ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ

ଭୁବନେଶ୍ୱର: ପବିତ୍ର କାର୍ତିକ ମାସ ଅବସରରେ ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ମହାପଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଆଗମନରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ଶ୍ରୀମନ୍ଦିରରେ ମହାପ୍ରଭୁ ଏହି ଦିନରୁ ପାଞ୍ଚ ଦିନ ଧରି ବିଭିନ୍ନ ସ୍ୱତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ…

ପରଦାକୁ ଆସିଲା ସବ୍ୟ ଓ ଏଲିନାଙ୍କ ଅଭିନୀତ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’…

ଭୁବନେଶ୍ୱର: ବହୁ ଦିନର ଅପେକ୍ଷା ପରେ ଅଭିନେତା ସବ୍ୟସାଚୀ ଓ ଚୁଲବୁଲି ଏଲିନାଙ୍କ ଅଭିନିତ ଓଡିଆ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ ସିନେମା ହଲରେ ଆଜି ମୁକ୍ତିଲାଭ କରିଛି । ଅମର ମ୍ୟୁଜିକ୍ ଓ ଲେଡିକାର୍ଟ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ ରେ ବଲିଉଡ…

କାହିଁ କେଉଁଠି ସାତଲହଡି, କେଉଁଠି ତମେ ଶ୍ରୀ ଜଗନ୍ନାଥ ଦାସ!

କାହିଁ କେଉଁଠି ସାତଲହଡି, କେଉଁଠି ତମେ ଶ୍ରୀ ଜଗନ୍ନାଥ ଦାସ! କେଦାର ମିଶ୍ର ପୁରୀ, ସମୁଦ୍ରକୂଳ ଓ ସ୍ୱର୍ଗଦ୍ୱାର । ଜୀବନ ବୋଇଲେ ଏଇ ତିନୋଟି ଶବ୍ଦ । ସ୍ୱର୍ଗଦ୍ୱାର ଆଗରେ ଅନ୍ତହୀନ ସମୁଦ୍ରର ପାଗଳ ଘୋ ଘୋ । ଜୀବନ ଓ ମରଣର ହାତ ଧରାଧରି ହୋଇ ଏଇ ବେଳାଭୂମିରେ ବୁଲୁଥା’ନ୍ତି । ଜୀବନ ଓ…