୩ମାସ ମଧ୍ୟରେ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ କହିଲେ; ଜନସାଧାରଣ ଆଶ୍ୱସ୍ତ
ଭୁବନେଶ୍ୱର: ମାତ୍ରାଧିକ ଟ୍ରାଫିକ୍ ଫାଇନ୍ ଆଦାୟକୁ ନେଇ ଗତ କିଛି ସପ୍ତାହ ହେଲା ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଛନ୍ତି । ପରିଶେଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରାଫିକ୍ ନିୟମ କୋହଳ କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ସଂଶୋଧିତ ଆଇନକୁ ଆଉ ଏବେ…