Latest Odisha News

BREAKING NEWS

ବୋଉ

ବୋଉ ସରୋଜ ମହାପାତ୍ର ବାରମ୍ବାର ପୁଅମାନଙ୍କ ଅବହେଳା ଓ ହରକତ କଥା ଶୁଣି ବେଳେବେଳେ ବୋଉ ମୋର ବି ଭାବୁଥାଇପାରେ - ଏ ଟୋକାଟା ତ ଅଫିସ କାମ ଆଳରେ ଅନେକ ଦିନ ହେଲା ଘରମୁହାଁ ହେଇନି! ରାଜଧାନୀରେ ରହୁଚି ସମତେ କହୁଚନ୍ତି, ସାହେବ ହେଇଚି । ସେ ଯାହା ହେଉ ମଝିରେ ମଝିରେ ମୋ…

ଆରମ୍ଭ ହେଲା ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ‘ଜାତୀୟ କ୍ରୀଡ଼ା ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଲାଗି ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ ର ଉଦଘାଟନ କରିଛନ୍ତି । Delhi: Prime Minister Narendra Modi at the launch of #FitIndiaMovement at Indira Gandhi Stadium,…

‘ସ୍ପାଇସି ତାୱା ଫିଶ୍‌ ଫ୍ରାଏ’

ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ‘ସ୍ପାଇସି ତାୱା ଫିଶ୍‌ ଫ୍ରାଏ’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ: କଟା ମାଛ, ରସୁଣ-ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରାଗୁଣ୍ଡ, ଦହି, ସୋରିଷ ତେଲ, କଟା ଧନିଆ ପତ୍ର ଓ ଲୁଣ ପ୍ରସ୍ତୁତି ପ୍ରଣାଳୀ:…

ସେପ୍ଟେମ୍ବର ୧ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସେପ୍ଟେମର ୨ ତାରିଖରୁ ଉତରପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ବାଂଲାଦେଶ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସେପ୍ଟେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ…

ଓଡ଼ିଶାର ଏହି ୮ ଜଣ ଖେଳାଳିଙ୍କୁ ମିଳିଛି ଅର୍ଜୁନ ପୁରସ୍କାର, କେଉଁ ଖେଳ ଲାଗି ଜାଣନ୍ତୁ…

ଭୁବନେଶ୍ୱର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରିଥିବା କ୍ରୀଡ଼ା ପ୍ରତିଭାଧରମାନଙ୍କୁ ପ୍ରତିବର୍ଷ ଭାରତ ସରକାର ‘ଅର୍ଜୁନ ପୁରସ୍କାର’ରେ ସମ୍ମାନିତ କରିଥାଆନ୍ତି । ପ୍ରଖ୍ୟାତ ହକି ଖେଳାଳି ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ‘ଜାତୀୟ କ୍ରୀଡ଼ା ଦିବସ’ ରୂପେ ଭାରତରେ…

‘ବିଶ୍ୱ ଦକ୍ଷତା’ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିଣିଲେ ଓଡିଶାର ଅଶ୍ୱଥ ନାରାୟଣ

ଭୁବନେଶ୍ୱର: ରୁଷର କାଜାନଠାରେ ଅନୁଷ୍ଠିତ ‘ବିଶ୍ୱ ଦକ୍ଷତା ଅନ୍ତର୍ଜାତୀୟ ପ୍ରତିଯୋଗିତା’-୨୦୧୯ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏସ. ଅଶ୍ୱଥ ନାରାୟଣ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୨୫ ବର୍ଷୀୟ ଅଶ୍ୱଥ ଜଳ ପ୍ରଯୁକ୍ତି ବର୍ଗରେ ୧୧ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସ୍ୱର୍ଣ୍ଣ…

ୱେଟିଙ୍ଗ ଟିକେଟ ପାଇଁ ଚିନ୍ତିତ କି, ଏବେ ରେଳ ବିଭାଗ ଦୂର କରିବ ଏହି ସମସ୍ୟା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଟ୍ରେନ ଟିକେଟ କନଫର୍ମ ହେଲା କି ନାହିଁ ରେଳ ବିଭାଗ ନିଜେ ଯାତ୍ରୀଙ୍କ ଫୋନ୍ କରି କିମ୍ବା ମେସେଜ ଦ୍ୱାରା ଏହାର ସୂଚନା ପଠାଇବ । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଟିକେଟ ସମ୍ବନ୍ଧିତ ସୂଚନା ପାଇଁ ୧୩୯ ରେ ପ୍ରତି ମିନିଟ ହିସାବରେ ଶୁଳ୍କ…

ଧାରଣ କରନ୍ତୁ ମାଣିକ୍ୟ ରତ୍ନ , ଦୁରେଇ ଯିବ ଏହିସବୁ ସମସ୍ୟା

ଭୁବନେଶ୍ୱର: ସୂର୍ଯ୍ୟଙ୍କର ସବୁଠାରୁ ଶକ୍ତିଶାଳୀ ରତ୍ନ ହେଉଛି ମାଣିକ୍ୟ । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ମାଣିକ୍ୟକୁ ସବୁଠାରୁ ପ୍ରଭାବଶାଳୀ କୁହାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାଣିକ୍ୟକୁ ଧାରଣ କଲେ, ଏହାର ପ୍ରଭାବ ତୁରନ୍ତ ଆପଣଙ୍କ ଜୀବନରେ ପଡ଼ିଥାଏ। ରାଜକୀୟ କାର୍ଯ୍ୟ ଏବଂ…

ଯୁବକଙ୍କୁ ମାଡମାରି ନିଲମ୍ବିତ ହେଲେ ପୋଲିସ ବାବୁ, ଦେଖନ୍ତୁ ଭିଡିଓ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜଣେ ଯୁବକଙ୍କୁ ଗାଳିଗୁଲଜ ତଥା ସର୍ବସମ୍ମୁଖରେ ମାଡ ମାରିବା ଘଟଣାରେ ଗୁରୁବାର ଦିନ ରିଜର୍ଭ ପୋଲିସର ଜଣେ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। https://youtu.be/ynJV7S2Hnd4 ପ୍ରାପ୍ତ ସୂଚନାନୁଯାୟୀ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକର ତିନି ଜଣ…

ସୁସ୍ଥ ରହିବାର ମନ୍ତ୍ର ଶୀଘ୍ର ଶୁଅନ୍ତୁ ଓ ଶୀଘ୍ର ଉଠନ୍ତୁ

ଭୁବନେଶ୍ୱର: ପିଲାଦିନୁ ପଢି ଆସିଛେ ସ୍ୱାସ୍ଥ୍ୟ ହିଁ ଅମୁଲ୍ୟ ସମ୍ପଦ । କିନ୍ତୁ ଆଜିକାଲି ଲୋକଙ୍କର ଜୀବନଶୈଳୀ ଦେଖି ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ ହେଉନଥିବା ପରି ମନେ ହେଉଛି । ବିଳମ୍ବରେ ଶୋଇବା ଓ ବିଳମ୍ବରେ ଉଠିବା ଦ୍ୱାରା ବ୍ୟକ୍ତିର ଦିନଚର୍ଯ୍ୟା ଖରାପ ହେବା ସହ ବିଭିନ୍ନ ରୋଗରେ…