ପୁଣି ଅର୍ଚ୍ଚିତାଙ୍କ କମାଲ : ଜାତୀୟ ସ୍ତରର ଆଉ ଏକ ପୁରସ୍କାର କଲେ ହାସଲ
ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପୁଣିଥରେ ଜାତୀୟ ସ୍ତରରେ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି! ପ୍ରଥମ ଓଡ଼ିଆ ଭାବେ ଅର୍ଚ୍ଚିତା 'ଅମରେଶ ପୁରୀ ଆୱାର୍ଡ ଅଫ ଏକ୍ସିଲେନ୍ସି-୨୦୧୯' ଭଳି ମର୍ଯ୍ୟାଦାଜନକ ପୁରସ୍କାରର ଅଧିକାରିଣୀ ହୋଇପାରିଛନ୍ତି । କଳା ଓ…