ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଆଳି ଅନ୍ତର୍ଗତ ଲୋକପଦ ଗ୍ରାମରେ ଶନିବାର ଦିନ ଏକ ପୋଖରୀରେ ଗାଧୋଉଥିବା ବେଳେ ୨ ନାବାଳକ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି ।
ମିଳିଥିବା ସୂଚନାନୁସାରେ ଏହି ନାବାଳକ ଫରହାନ୍ ଓ ଆବୁକର ଖାନ୍ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଦୁର୍ଭାଗ୍ୟଜନକ ଭାବେ…