ବାତ୍ୟାରେ ସତର୍କତା ଅବଲମ୍ବନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜରୁରୀ ପରାମର୍ଶ
ଭୁବନେଶ୍ୱର: ଆଉ କିଛି ଘଣ୍ଟା ମଧ୍ୟରେ ଭୟଙ୍କର ବାତ୍ୟା ଫନି ଘଣ୍ଟା ପ୍ରତି ୨୦୦ କିଲୋମିଟରରୁ ଅଧିକ ବେଗରେ ଓଡ଼ିଶା ଉପକୂଳକୁ ଛୁଇଁବ । ଏନେଇ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବସବାସ କରୁଥିବା ଅଧିବାସୀଙ୍କ ଲାଗି ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁରକ୍ଷା…