କବିତା ନିରଂତର : ସବୁ ଅଂଧକାରାଚ୍ଛନ୍ନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’
ଯେଉଁଠି ସୁଜ୍ଞାନୀ ରହଂତି ମଉନ
ଅଜ୍ଞାନ ହୁଅଂତି ମୁଖର
ସେଠି କେବେ ସତେ ଅଂତ ଘଟେନାହିଁ
ପୀଡ଼ା, ଯଂତ୍ରଣା, ଦୁଃଖର
ସବୁ ସଂଭାବନା ଥିଲେ ବି ସେଠାରେ
ହୁଏନାହିଁ କିଛି କାର୍ଯ
ନାନା କଥା ଶୁଣି ବାଚାଳ ହେଲେ ତ…