ଆଜି ରଜ ସଂକ୍ରାନ୍ତି: ପିଠା ମିଠାରେ ମହକୁଛି ଗାଁଠୁ ସହର, ଚାଲିଛି ଦୋଳି ଖେଳ
ଭୁବନେଶ୍ବର: ତିନି ଦିନିଆ ରଜ ପର୍ବର ଆଜି ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ଚାରିଆଡେ ହର୍ସ ଉଲ୍ଲାସର ସହ ରଜ ପାଳୁଛନ୍ତି ରାଜ୍ୟବାସୀ । ପହିଲି ରଜ ପରି ଦ୍ବିତୀୟ ଦିନରେ ମଧ୍ୟ ପୋଡ ପିଠା ଓ ରଜ ପାନ ଖାଇ କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି କୁମାରୀ ଝିଅମାନେ ନୂଆ ପୋଷକ ପିନ୍ଧି ହାତରେ…