Latest Odisha News

BREAKING NEWS

୨୬ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ, ଜାଣନ୍ତୁ କେମିତି ପାଇବେ ରେଜଲ୍ଟ…

କଟକ: ଆସନ୍ତା ୨୬ରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳାଫଳ । ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବା ବେଳେ ୧୧ଟା ୩୦ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ www.bseodisha.ac.in ରେ ପାଇପାରିବେ । ତେବେ ଯଦି ଇଣ୍ଟରନେଟ୍‌ ସୁବିଧା ନଥାଏ ତାହାଲେ ଛାତ୍ରଛାତ୍ରୀମାନେ…

ଶିମିଳିପାଳରେ ବିରଳ ଦୃଶ୍ୟ: ଏକାଠି ବୁଲୁଛନ୍ତି ଦୁଇ ପ୍ରଜାତିର ବାଘ, ସାତକୋଶିଆ ଗଣ୍ତରେ ୩୫ଟି ଘଡ଼ିଆଳ କୁମ୍ଭୀର ଜନ୍ମ

ଭୁବନେଶ୍ବର: ଶିମିଳିପାଳରୁ ଆସିଲା ବିରଳ ଦୃଶ୍ୟ। ପାଖାପାଖି ଚାଲୁଛନ୍ତି ଦୁଇ ପ୍ରଜାତିର ବାଘ। ଗୋଟେ ସାଧାରଣ ବାଘ ଓ ଅନ୍ୟଟି କଳାବାଘ। ଉଭୟ ପାଖାପାଖି ଥିବାର ଫଟୋ ସାମ୍ନାକୁ ଆସିଛି । ସାଧାରଣରେ ଏହି କଳାବାଘ ଓ ମହାବଳ ଏକାଠି ରୁହନ୍ତି ନାହିଁ। ତେଣୁ ଏହାକୁ ବିରଳ ଚିତ୍ର ବୋଲି କୁହାଯାଉଛି ।…

ଲାଙ୍ଗର, ପଂଟିଂ କୋଚ ହେବା ଖବରକୁ ଜୟ ଶାହଙ୍କ ଖଣ୍ଡନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଟିମ ଇଣ୍ଡିଆର କୋଚ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ । ବିିସିସିଆଇ ବିଧିବଦ୍ଧ ଭାବେ ଏହି ପଦ ପାଇଁ ଆବେଦନ ଘୋଷଣା କରି ସାରିଛି । ବିଭିନ୍ନ ଗଣମାଧ୍ୟରେ ଜଷ୍ଟିନ ଲାଙ୍ଗର ଓ ରିକି ପଂଟିଂ କୋଚ ହେବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ…

କଂଗ୍ରେସର ଆରୋପ: ଶାସକ ଦଳ ସପକ୍ଷରେ ନିର୍ବାଚନ ଆୟୋଗ, ବିପଦରେ ଗଣତନ୍ତ୍ର

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଇସି)ଙ୍କୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ। ନିର୍ବାଚନ ଆୟୋଗ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରୁ ନଥିବାରୁ ଏହା ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ନିର୍ବାଚନ ଆୟୋଗ ଏକପାଖିଆ। ଶାସକ ଦଳ ସପକ୍ଷରେ…

ଦେଶରେ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ, ଝାଡଖଣ୍ଡର ୪ ସିଟରେ ଏନଡିଏ ଏବଂ ଇଣ୍ଡିମେଣ୍ଟ ଭିତରେ କଡା ଟକ୍କର

ନୂଆଦିଲ୍ଲୀ: ଆସନ୍ତା କାଲି ଦେଶରେ ୬ଷ୍ଠ ପର୍ଯ୍ୟାୟ ମତଦାନ ।ସାରା ଦେଶରେ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଭୋଟ୍ ଅନୁଷ୍ଠିତ ହେବାକୁ ଯାଉଛି। ଲୋକସଭା ନିର୍ବାଚନକୁ ନେଇ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଏହାକୁ ନେଇ ସମସ୍ତ ପ୍ରସ୍ତୁତି ସରିଲାଣି । ଆସନ୍ତାକାଲି ୭ ଟି ରାଜ୍ୟ ଓ…

ତୀର୍ଥ ଯାତ୍ରୀ ମିନି ବସକୁ ଧକ୍କା ଦେଲା ଟ୍ରକ୍: ମର୍ମନ୍ତୁଦ ଦୁର୍ଘଟଣାରେ ୭ ମୃତ, ୨୦ରୁ ଅଧିକ ଆହତ

ଅମ୍ବାଲା: ଅଧା ରହିଗଲା ମାତା ବୈଷ୍ଣୋଦେବୀଙ୍କ ଦର୍ଶନ। ତୀର୍ଥ ଯାତ୍ରୀ ମିନି ବସକୁ ଧକ୍କା ଦେଲା ଟ୍ରକ୍। ମର୍ମନ୍ତୁଦ ଦୁର୍ଘଟଣା ନେଇଛି ୭ ଜୀବନ। ୨୦ରୁ ଅଧିକ ଆହତ ହୋଇଛନ୍ତି । ହରିୟାଣାର ଅମ୍ବାଲାରେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଅମ୍ବାଲା ପୋଲିସ ଏହି ଦୁର୍ଘଟଣାର ତଦନ୍ତ କରୁଛି। ଏହି…

ନିର୍ବାଚନ ପାଇଁ ବନ୍ଦ ରହିବ ମଦ ଦୋକାନ, ନିୟମ ନମାନିଲେ ଲାଇସେନ୍ସ ବାତିଲ

ଭୁବନେଶ୍ୱର: ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଭୁବନେଶ୍ୱର ସମେତ ୬ ଲୋକସଭା କ୍ଷେତ୍ରରେ ମତଦାନ ହେବ। ସେଥିପାଇଁ ଗୁରୁବାରଠାରୁ ମଦ ଦୋକାନ ଓ ବାର ଗୁଡିକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରବିବାର ସକାଳ ୧୦ଟା ବେଳେ ଦୋକାନ ଖୋଲିବ। ଯଦି ଏହି ନିୟମକୁ କେହି…

ମୟୂରଭଞ୍ଜରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ

ମୟୂରଭଞ୍ଜ: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ଭୋଟିଂ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲାର ଦୁଇଟି ସ୍ଥାନରେ ହେବାକୁ ଥିବା ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ…

ପିପିଲି-ଆଠଗଡ଼ରେ ପୁଣି ନିର୍ବାଚନୀ ହିଂସା: ୯ରୁ ଅଧିକ ଆହତ, ୩ ଜଣ ଅଟକ

ପୁରୀ/କଟକ: ନିର୍ବାଚନ ପୂର୍ବରୁ କଟକ ଏବଂ ପୁରୀରେ ପ୍ରାକ ନିର୍ବାଚନୀ ହିଂସା। ପୁରୀ ଜିଲ୍ଲା ପିପିଲି ଏବଂ କଟକ ଆଠଗଡ଼ରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପିପିଲି ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ…

ନୟାଗଡ଼ରେ ନୂଆ ସମୀକରଣ

ଭୁବନେଶ୍ଵର: ନୟାଗଡ ଗତ ୨୪ବର୍ଷ ହେଲା ବିଜେଡିର ଗଡ଼ ରହିଛି । ବିଜେଡିର ଟାଣୁଆ ନେତା ଅରୁଣ ସାହୁ ନୟାଗଡରୁ ଗତ ଚାରିଥର ହେଲା ଜିତିଆସୁଛନ୍ତି । ହେଲେ ଏଥର ନୟାଗଡ଼ରେ ବଦଳିଛି ସମୀକରଣ । ୨୦୧୯ରେ ଅରୁଣଙ୍କ ବିପକ୍ଷରେ ଲଢିଥିବା ବିଜେପି ନେତ୍ରୀ ଇରାନୀ ରାୟ ଏବେ ବିଜେଡିରେ । ଅରୁଣଙ୍କୁ ଟକ୍କର…