Latest Odisha News

BREAKING NEWS

ଜୁନ୍ ୪ରେ ଭଲ ଦିନ ଆସିବାକୁ ଯାଉଛି, ମୋଦିଜୀ ବିଦାୟ ନେବାକୁ ଯାଉଛନ୍ତି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ ନିର୍ବାଚନ ବୈଠକ କରିଛନ୍ତି। ଏହି ସମୟରେ ସୁନୀତା କେଜ୍ରିୱାଲ ମଧ୍ୟ ଲୋକଙ୍କୁ ସମ୍ବୋଧିତ କରି ଆମ୍ ଆଦମୀ ପାର୍ଟି ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ସୁନୀତ କହିଛନ୍ତି, ଏହା…

ସାଂସଦ ସ୍ବାତି ମାଲିଓ୍ବାଲଙ୍କୁ ଅସଦାଚରଣ ମାମଲାର ଯାଞ୍ଚ କରିବ ଏସଆଇଟି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଘରେ ସାଂସଦ ସ୍ୱାତୀ ମାଲିଓ୍ୱାଲଙ୍କୁ ଅସଦାଚରଣ ଓ ମାରପିଟ୍ ମାମଲା । ଏବେ ଏହି ଘଟଣାର ତଦନ୍ତ କରିବ ଏସଆଇଟି ଟିମ୍ । ଦିଲ୍ଲୀ ଉତ୍ତର ଜିଲ୍ଲାର ଅତିରିକ୍ତ ଡିସିପି ଅଞ୍ଜିଥା ଚିପିୟାଲାଙ୍କ ନେତୃତ୍ୱରେ ଏସଆଇଟି ଟିମ୍ ଗଠନ…

ରାଜ୍ୟରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ, ମୋଟ ୬୯ ପ୍ରତିଶତ ଭୋଟ ଗ୍ରହଣ

ଭୁବନେଶ୍ବର: ରାଜ୍ୟରେ ସରିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଇଭିଏମରେ ସିଲ୍ ହୋଇଛି ୫ ଲୋକସଭା ଓ ଏହା ଅନ୍ତର୍ଗତ ୩୫ ବିଧାନସଭାର ମୋଟ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ଗତକାଲି ଏହି ପର୍ଯ୍ୟାୟରେ ରାଜ୍ୟରେ ମୋଟ ୬୯ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି । ୭୬.୨୦ ପ୍ରତିଶତରେ ସବୁଠୁ ଅଧିକ…

ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ

କଟକ: ଜାତୀୟ ରାଜପଥ ୧୬ର ବାଲିକୁଦା ବ୍ରିଜ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ସ୍କୁଟିକୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳର ୨ ଯୁବକ ମୃତ। ସୂଚନା ଅନୁସାରେ ଦୁଇ ସ୍କୁଟି ଆରୋହୀଙ୍କୁ ଉପରେ ମାଡ଼ିଗଲା ଲୁହା ବୋଝେଇ ଟ୍ରକ୍। ତେବେ ଏହି ଦୁର୍ଘଟଣାରେ ମୃତ ଯୁବକ ଦ୍ୱୟଙ୍କ ପରିଚୟ ମିଳିନାହିଁ।…

ମତଦାନ ବୁଥର ଶୌଚାଳୟ ଭିତରୁ ଉଦ୍ଧାର ହେଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ: ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ମତଦାନ ବୁଥର ଶୌଚାଳୟ ଭିତରୁ ଶିବସେନା (ୟୁବିଟି) ପୋଲିଂ ବୁଥ ଏଜେଣ୍ଟ ମନୋହର ନଲଗେଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୁମ୍ବାଇର ଏନଏମ ଯୋଶୀ ମାର୍ଗ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ ଏଡିଆର (ADR)ରେ…

ଓଡ଼ିଶୀ ନୃତ୍ୟ ଉତ୍ସବ ଉଦୟରାଗ-୨୦୨୪ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ ଥିବା ଓଡ଼ିଶୀ ନୃତ୍ୟର କଳାତ୍ମକ ଦିଗକୁ ଲୋକଲୋଚନକୁ ଆଣିବା ପ୍ରୟାସରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଗୁରୁଅରୁଣା ମହାନ୍ତିଙ୍କ ନେତୃତ୍ୱରେ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଶାର ଏକ ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ଆନୁକୂଲ୍ୟରେ ଉଦୟରାଗ…

ସମ୍ବିତ ପାତ୍ର ମନ୍ତବ୍ୟକୁ ନେଇ ବିଜେପି ଉପରେ ବର୍ଷିଲେ ବିରୋଧୀ: ଓଡିଶାର ଆସ୍ଥାକୁ ଶକ୍ତ ଆଘାତ ଦେଇଛି ବିଜେପି

ପୁରୀ: ମୋଦୀଙ୍କ ଭକ୍ତ ପ୍ରଭୁ ଜଗନ୍ନାଥ କହି ହଟହଟା ହେଲେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ଯାହାକୁ ନେଇ ଏବେ ସବୁଠି ସମ୍ବିତଙ୍କ ପ୍ରତି ବିରୋଧ ଦେଖାଦେଇଛି । ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଏବେ ତେଜିଛନ୍ତି ବିରୋଧୀ । ଏଭଳି ମନ୍ତବ୍ୟକୁ କଡା ନିନ୍ଦା କରିବା ସହ ବିଜେପି…

ପ୍ୟାକେଜିଂ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ହୁହୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ହରିଦ୍ୱାର: ଉତ୍ତରାଖଣ୍ଡ ସିଡ଼ିକୋଲ ହରିଦ୍ୱାର ନିକଟ ଏକ ପ୍ୟାକେଜିଂ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ହୁହୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ନିଆଁ ଏତେ ଜୋର୍ ଲାଗିଥିଲା ଯେ ଗୋଦାମର ସବୁ କିଛି ଜଳିପୋଡ଼ ପାଉଁସ ହୋଇଛି। ଏହି କାରଖାନାରେ ଥର୍ମୋକଲ୍ ପ୍ଲେଟ୍ ଏବଂ ଅନ୍ୟାନ୍ୟ ଜିନିଷ…

ଭୋଟ ଦେବାକୁ ସୁଯୋଗ ପାଉନାହାଁନ୍ତି ନିର୍ବାଚନ କାର୍ଯ୍ୟରେ ଥିବା ପୋଲିସ କର୍ମଚାରୀ, କୋର୍ଟର ଦ୍ୱାରସ୍ଥ ହେବ କଂଗ୍ରେସ

ଆଇଜଲ: ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ଭାରି ପ୍ରଚାର ଚାଲିଛି। ୧୮ତମ ଲୋକସଭା ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଉତ୍ସାହ ଦେଖିବାକୁ ମିଳୁଛି। ସମଗ୍ର ଦେଶରେ ମତଦାନ ବୁଥରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଏହି ସମୟରେ, ମିଜୋରାମ କଂଗ୍ରେସ ନିର୍ବାଚନରେ…

ଇରାନର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଲ ଉପରାଷ୍ଟ୍ରପତି ମୁଖବେର, ଜୁନ୍ ୨୮ରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଇରାନରେ ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ନୂତନ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜୁନ୍ ୨୮ରେ ଇରାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଲୋଚନା ହେଉଛି। ଏଥିପାଇଁ ରାଜ୍ୟ ମୁଖ୍ୟ ଅର୍ଥାତ୍ ଇରାନର ସର୍ବୋଚ୍ଚ ନେତା ଅଲ…