Latest Odisha News

BREAKING NEWS

‘ଜନତା ଚୁପ୍ ଅଛନ୍ତି, ମୁଁ ଭାବୁଛି ଏଥର ପରିବର୍ତ୍ତନ ସୁନିଶ୍ଚିତ’

ଲକ୍ଷ୍ନୌ: ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ଏହାରି ଭିତରେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ଭୋଟ୍ ଦେବାକୁ ନିବେଦନ କରୁଛି । ପ୍ରଥମେ ଭୋଟ୍ ଦିଅ ଏବଂ ତା’ପରେ ଜଳପାନ କର । ମାୟାବତୀ କହିଛନ୍ତି ଯେ, ପୂର୍ବରୁ ଦେଶ ତଥା…

ପୂର୍ବ ଆରଏ କମାଣ୍ଡର ମାଇକେଲ ହେସ ରଚିଥିଲେ ମାଂଉଟବେଟନଙ୍କ ହତ୍ୟା ଷଡଯନ୍ତ୍ର

ଲଣ୍ଡନ: ମାଇକେଲ ହେସ ନାମକ ପୂର୍ବ ଆଇରିଶ ରିପବ୍ଲିକାନ ଆର୍ମିର କମାଣ୍ଡର ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ୧୯୭୯ରେ ଲର୍ଡ ମାଂଉଟବେଟନଙ୍କ ହତ୍ୟା ଷଡଯନ୍ତ୍ର ରଚିଥିଲେ ବୋଲି କହିଛନ୍ତି । ଲର୍ଡ ଅର୍ଲ ଲୁଇସ ମାଂଉଟବେଟନ ଦ୍ୱିତୀୟ ବିଶ୍ୱ ଯୁଦ୍ଧର ନାୟକ ଥିଲେ । ସେ ମହାରାଣୀ ଏଲିଜାବେଥ…

ଆଳିରେ ମୋଦିଙ୍କ ଗ୍ୟାରେଣ୍ଟିକୁ କଡା ସମାଲୋଚନା କଲେ ପାଣ୍ଡିଆନ; କହିଲେ, ସବୁ ପ୍ରତିଶୃତି ମିଛ

କେନ୍ଦ୍ରାପଡା: ବିଜେପି କହୁଛି ମାଆ ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ଦେବ । କେବଳ ଓଡିଶାର ମାଆ ମାନଙ୍କ ପାଇଁ ଦରକାର ୧ ଲକ୍ଷ କୋଟି, ସାରା ଭାରତ ପାଇଁ ୩୦ ଲକ୍ଷ କୋଟି । ଭାରତର ବଜେଟ୍ ୨୦ ଲକ୍ଷ କୋଟି – ଏ ପ୍ରତିଶୃତି କେବଳ ମିଛ, ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି…

ଗେଲଙ୍କୁ କୋହଲି କହିଲେ କାକା ଟିମକୁ ଆସ…ତୁମ ପାଇଁ ଇମ୍ପାକ୍ଟ ପ୍ଲେୟାର ନିୟମ ରହିଛି

ବେଙ୍ଗାଲୁର: ଚଳିତ ଆଇପିଏଲରେ ଚମତ୍କାର ଢ଼ଙ୍ଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ଲେ ଅଫରେ ପ୍ରବେଶ କରିଛି । ଏହି ଅବସରରେ ସୋମବାର ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଏକ ଜର୍ସି ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ ଉପହାର ଦେଇଛନ୍ତି । ଆରସିବିର ପୂର୍ବତନ ଖେଳାଳି…

‘ଏଠି କେବଳ ନବୀନ ଇଞ୍ଜିନ କାମ ଦେବ, ଡବଲ ଇଞ୍ଜିନ ପୁରା ଫେଲ୍’

କେନ୍ଦ୍ରାପଡା: କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜନଗର ବିଧାନସଭା ଅଞ୍ଚଳରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ଯୋରଦାର ପ୍ରଚାର । ଏହି ସମୟରେ ସେ ବିରୋଧୀଙ୍କୁ କୁମ୍ଭୀର ସହ ତୁଳନା କରିଛନ୍ତି । ଲୋକଙ୍କୁ ପଚାରିଛନ୍ତି ଆପଣ ଜାଣିଛନ୍ତି କୁମ୍ଭୀର କିଏ ! ଏ…

‘ଜଗନ୍ନାଥ ମୋଦୀଙ୍କ ଭକ୍ତ’ କହି ନିନ୍ଦିତ ହେଲେ ସମ୍ବିତ ପାତ୍ର, ଚାରିଆଡୁ ସମାଲୋଚନା

ପୁରୀ: ଶ୍ରୀକ୍ଷେତ୍ରର ଗ୍ରାଣ୍ଡ ରୋଡରେ ଗ୍ରାଣ୍ଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଭିନ୍ନ ସଭାରେ ନିଜକୁ ଜଗନ୍ନାଥଙ୍କ ପୁଅ ବୋଲି ଦାବି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ଆସି ଶ୍ରୀମନ୍ଦିର ଯାଇ ପରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ରୋଡ ସୋ କରି ପ୍ରଚାର…

ଅନୁଗୁଳ ମାହୋଲ ବଦଳାଇବ ମୋଦି ଲହର !

ଭୁବନେଶ୍ବର: ବିଜେଡି ଗଠନ ପରଠୁ ଅନୁଗୁଳରେ ହୋଇଛି ଶଙ୍ଖନାଦ। ଲଗାତର ୫ଥର ହେଲା ଅନୁଗୁଳରେ ଜିତିଆସୁଛି ବିଜେଡି । ୪ଥର ଜିତିଛନ୍ତି ରଜନୀକାନ୍ତ ସିଂହ। ଏଥର ରଜନୀକାନ୍ତଙ୍କ ଜାଗାରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ବିଜେଡି ଗଡରେ ପଦ୍ମ ଫୁଟାଇବାକୁ…

ବିଜେଡି ବିରୋଧରେ ଆହୁରି ଆକ୍ରମଣାତ୍ମକ ହେଲେ ମୋଦୀ, ଦେଲେ କି ଟୁରିଷ୍ଟ ମନ୍ତବ୍ୟର ଜବାବ?

ଭୁବନେଶ୍ୱର: ପୂର୍ବରୁ ଓଡ଼ିଶାରେ ଅନେକ ନିର୍ବାଚନ ରାଲି ଏବଂ ଜନସଭା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ରାଜ୍ୟର ଶାସକ ଦଳ ବିଜେଡିକୁ ମଧ୍ୟ ସମାଲୋଚନା କରିଛନ୍ତି। କିନ୍ତୁ ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଚ୍ ପଡ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ…

କର୍ଣ୍ଣାଟକ ଯୌନ ଶୋଷଣ ମାମଲା: ଏଚଡି ରେବନ୍ନାଙ୍କୁ ମିଳିଲା ଜାମିନ

ବେଙ୍ଗାଲୁରୁ: ଜେଡିଏସ ନେତା ଏଚଡି ରେବନ୍ନାଙ୍କୁ ଆଶ୍ବସ୍ତି । ବହୁ ଚର୍ଚ୍ଚିତ କର୍ଣ୍ଣାଟକ ଯୌନ ଶୋଷଣ ମାମଲାରେ ସୋମବାର ଏକ ସ୍ପେଶାଲ କୋର୍ଟ ଏଚଡି ରେବନ୍ନାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ରେବନ୍ନାଙ୍କ ପୁଅ ତଥା ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ନାମରେ ମହିଳାଙ୍କୁ ଯୌନ ଉତ୍ପୀଡନ କରିବା ନେଇ…

ସମ୍ବଲପୁର ଲଢେଇ ସମ୍ମାନର ପ୍ରଶ୍ନ

ଭୁବନେଶ୍ବର: ସମ୍ବଲପୁର ମହାସମର ଉପରେ ସାରା ଓଡିଶାର ଆଖି । ଦୁଇ ହେଭିଓ୍ବେଟଙ୍କ ମଧ୍ୟରେ ହେଉଛି ପତିଆରାର ଲଢେଇ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି ତ ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି ପ୍ରଣବ ପ୍ରକାଶ ଦାସ। ଉଭୟଙ୍କ ମଧ୍ୟରେ ଟକ୍କରକୁ ନେଇ ତାତି…