Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍; ‘୧୦ ବର୍ଷରେ ଚିଲିକାରେ ସେତୁ ହେଲା କି?’

ବ୍ରହ୍ମଗିରି: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ କୃଷ୍ଣପ୍ରସାଦରେ ପ୍ରଚାର ସମୟରେ ବିଜେପିକୁ ଜୋରଦାପ ଆକ୍ରମଣ କରିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସମାଲୋଚନା କରିଛନ୍ତି ପାଣ୍ଡିଆନ । ବିଜେପି ଦଳରୁ ବହୁ ନେତା ଆସି କହୁଛନ୍ତି ଚିଲିକାରେ…

ଆସିଲା ଦ୍ବିତୀୟ ପର୍ଯ୍ୟାୟ ଏଡିଆର ରିପୋର୍ଟ; ୩୩% ବିଧାୟକ ପ୍ରାର୍ଥୀ କୋଟିପତି

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ଏହାରି ଭିତରେ ପ୍ରକାଶ ପାଇଛି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ଏଡିଆର ରିପୋର୍ଟ । ଯେଉଁଥିରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । ୪ ପ୍ରାର୍ଥୀଙ୍କ ନାଁରେ ଅଛି…

ଆଜିଠୁ ଆରମ୍ଭ ସିପିଇଟି-୨୪ ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର : ଜୁଲାଇ ୩ ରୁ ଆରମ୍ଭ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୪) । ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଶନିବାର ଠାରୁ ଆବେଦନ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ର ୧୮ତାରିଖ ଅପରାହ୍ନ ୪ଟା ପରେ ଅନଲାଇନ…

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ଶେଷ ହେବ ପ୍ରଚାର, ସରିଲାଣି ସମସ୍ତ ପ୍ରସ୍ତୁତି

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ସେ କହିଛନ୍ତି, ‘ଆସନ୍ତା ମେ ୨୦ରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଯାହା ମଧ୍ୟରେ…

କ୍ରିକେଟର ମୀନା ବଜାରରେ ରୋହିତଙ୍କୁ ହରାଇଲା କି ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ମ୍ୟାଚରେ ୪ ବିଜୟ ହାସଲ କରି ୮ ପଂଏଟ ସହ ୧୦ମ ସ୍ଥାନରେ ଅଭିଯାନ ଶେଷ କରିଛି । ରୋହିତ ଶର୍ମାଙ୍କୁ ହଟାଇବା ମୁମ୍ବାଇର ମସ୍ତବଡ ଭୁଲ ହୋଇଥିବା ପ୍ରମାଣିତ ହୋଇଛି । କ୍ରିକେଟରର ମୀନାବଜାରରେ କେବଳ ରୋହିତ ନୁହେଁ,…

ପୁଣି ଓଡ଼ିଶା ଆସୁଛନ୍ତି ମୋଦି,ପୁରୀରେ କରିବେ ମେଗା ରୋଡ୍‌ ଶୋ

ଭୁବନେଶ୍ବର: ନିର୍ବାଚନ ପ୍ରଚାର ପାଇଁ ଘନ ଘନ ଓଡ଼ିଶା ଗସ୍ତରେ କେନ୍ଦ୍ରିୟ ବିଜେପି ନେତା । ଚଳିତ ନିର୍ବାଚନରେ ମୋଦିଙ୍କ ଫୋକସ୍ ରହିଛି ଓଡ଼ିଶା ଉପରେ ।ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ନିର୍ବାଚନ ପ୍ରଚାର ଲାଗି ତୃତୀୟଥର ପାଇଁ ଆସନ୍ତା ୧୯ ତାରିଖରେ ଓଡିଶା…

ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ; ଗଞ୍ଜାମ ଜଗିବେ ୨୦ କମ୍ପାନୀ ସିଏପିଏଫ

ଗଞ୍ଜାମ: ‘ଗଞ୍ଜାମ ଜଗିବେ ୨୦ କମ୍ପାନୀ ସିଏପିଏଫ । ଅତିରିକ୍ତ ଡିଜିପି ରାଙ୍କ ଅଧିକାରୀଙ୍କୁ ଦିଆଯିବ ଗଞ୍ଜାମ ମନିଟରିଂ ଦାୟିତ୍ବ । ପ୍ରିଜାଇଡିଂ ଓ ପୋଲିଂ ଅଫିସର ବେଆଇନ କାର୍ଯ୍ୟ କଲେ ତାଙ୍କ ଉପରେ ହେବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ।ଖଲ୍ଲିକୋଟ ନିର୍ବାଚନ ପୂର୍ବ ହିଂସାକୁ ଆଖିରେ ରଖି ଶୂନ୍ୟ…

‘ଆପ୍ ର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ’

ନୂଆଦିଲ୍ଲୀ: 'ଆମ୍ ଆଦମୀ ପାର୍ଟି ମିଛ ର ମୂଳଦୁଆରେ ନିର୍ମିତ ଏକ ପାର୍ଟି । ଏବଂ ଏହାର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ । ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଅସଲମୁଖା ଦେଶର ତଥା ଦିଲ୍ଲୀର ଲୋକଙ୍କ ସାମ୍ନାରେ ଧରାପଡିଯାଇଛି କହି ଆପ୍ କୁ କଡା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ…

ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଗଞ୍ଜାମ :ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ । ନିର୍ବାଚନ ପାଇଁ ରାସ୍ତାରେ ଯାନବାହନ ଚେକିଂ କରୁଛି ପୋଲିସ  ।ଗତକାଲି  ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ତନରଡା ନିକଟରେ  ଗାଡି ଚେକିଂ କରୁଥିଲା ପୋଲିସ । ଏହି ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଟକାଇବା ସହ ଚେକିଂ…

ହୋଟେଲରେ ରିଜର୍ଭ ପୋଲିସ କନଷ୍ଟେବଲଙ୍କୁ ହତ୍ୟା !

ବଲାଙ୍ଗୀର:ବଲାଙ୍ଗୀର ସହର ରେଲୱେ ଷ୍ଟେସନ ନିକଟସ୍ଥ  ଏକ ହୋଟେଲୁ ମିଳିଛି ମୃତଦେହ  । ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ  । ମୃତକ ସୋନପୁର ରିଜର୍ଭ ପୋଲିସର କନଷ୍ଟେବଲ ଶଙ୍କରଭାନୁ ବେହେରା ବୋଲି ଜଣାପଡ଼ିଛି। ସୋନପୁର ରିଜର୍ଭ ପୋଲିସ କନଷ୍ଟେବଳ ଶଙ୍କରଭାନୁଙ୍କୁ ହତ୍ୟା…