Latest Odisha News

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ

ଭୁବନେଶ୍ଵର: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଆସନ୍ତାକାଲି ହେବ ପ୍ରାର୍ଥିପତ୍ର ଯାଞ୍ଚ। ଆସନ୍ତା ୬ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ମେ’ ୨୦ତାରିଖରେ ପଞ୍ଚମ ପର୍ଯ୍ୟାୟ ଭୋଟିଂ ଅର୍ଥାତ୍ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ…

ଆଜି ରାୟଗଡ଼ା ଆସିବେନି ରାହୁଲ, ରାୟବରେଲିରେ ନାମାଙ୍କନ ଦାଖଲ ଯୋଗୁଁ ଓଡ଼ିଶା ଗସ୍ତ ବାତିଲ

ରାୟଗଡ଼ା: ଆଜି ରାହୁଲଙ୍କ ରାୟଗଡ଼ା ଗସ୍ତ ବାତିଲ। ଆଜି ସକାଳେ କଂଗ୍ରସର ରାୟବରେଲି ଆସନ ପାଇଁ ରାହୁଲ ଗାନ୍ଧୀଙ୍କ ନାଁ ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ତାଲିକା ଘୋଷଣା କରାଯାଇଛି। ରାହୁଲ ନାଁ ଘୋଷଣା କରିବା ପରେ ଆଜି ରାୟବରେଲିରେ ନାମାଙ୍କନ ଭରିବେ। ଏଥିପାଇଁ ତାଙ୍କ ଓଡିଶା ଗସ୍ତ ବାତିଲ…

ରାୟବରେଲୀରୁ ଲଢ଼ିବେ ରାହୁଲ, ଆମେଠିରୁ ପ୍ରାର୍ଥୀ ହେଲେ କିଶୋରୀଲାଲ ଶର୍ମା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦୁଇ ଚର୍ଚ୍ଚିତ ଲୋକସଭା ଆସନ ଆମେଠି ଓ ରାୟବରେଲି ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ନାମାଙ୍କନ ଦାଖଲର ସମୀୟସୀମା ଆଜି ଶେଷ ହେଉଛି। ଏହା ପୂର୍ବରୁ ଆଜି କଂଗ୍ରେସ ଏହି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛି। କଂଗ୍ରେସ ଆମେଠିରୁ କିଶୋରୀଲାଲ…

ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, ପ୍ରଚାରରେ କମ୍ପବ ମୈଦାନ

ରାୟଗଡ଼ା: ଭଟୋରଙ୍କ ମନ କିଣିବାକୁ ରାଜନେତାଙ୍କ ମନଛୁଆଁ ଭାଷଣ। ନିଜ ଦଳ ସପକ୍ଷରେ ଭୋଟ ମାଗିବାକୁ ବିଭିନ୍ନ ପ୍ରତିଶୃତି। ହେବିୱେଟ ନେତାଙ୍କ ପ୍ରଚାରରେ କମ୍ପିବ ମୈଦାନ। କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବା ସହ ଭୋଟରଙ୍କୁ ସମ୍ବୋଧିତ କରିବାକୁ ଆଜି ରାୟଗଡ଼ା ଆସୁଛନ୍ତି କଂଗ୍ରେସର ଷ୍ଟାର୍‌…

ଆସନ୍ତାକାଲିଠୁ ତାତିରେ ବ୍ରେକ୍, ୧୦ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର: ଦୀର୍ଘଦିନର ଅସହ୍ୟ ଗରମର ଯନ୍ତ୍ରଣା ପରେ ଅଗ୍ନିବର୍ଷାରୁ ରକ୍ଷା ମିଳିବାକୁ ଯାଉଛି। ଆସନ୍ତା ୬ ତାରିଖରୁ ସାରା ରାଜ୍ୟରେ ତାତି ଓ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତି ମିଳିବ। କିନ୍ତୁ ଉପକୂଳରେ ୪ ତାରିଖରୁ ତାତି ଖସିଯିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛନ୍ତି। ଗତକାଲି…

ଗାଡ଼ି ଯାଞ୍ଚ ସମୟରେ ସାଢ଼େ ସାତ ଲକ୍ଷ ଟଙ୍କା ଜବତ, ଜଣେ ଅଟକ

ବରଗଡ଼: ନିର୍ବାଚନ ସମୟରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି ପୋଲିସ। ରାଜ୍ୟର ସମସ୍ତ ଜିଲ୍ଲାରେ କଡ଼ାକଡ଼ା କରାଯାଇଛି ଗାଡ଼ି ଯାଞ୍ଚ। ବିଭିନ୍ନ ଅଞ୍ଚଳରୁ ଚେକିଂ ବେଳେ ଗାଡିରୁ ବାହାରୁଛି ପୁଳାପୁଳା ଟଙ୍କା। ବିଳମ୍ବିତ ରାତିରେ ବରଗଡ଼ରୁ ମଧ୍ୟ ଗାଡ଼ି ଯାଞ୍ଚ ବେଳେ ଜବତ ହେଲା ନଗଦ ଟଙ୍କା।…

ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ମିଶନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ସିଧାସଳଖ ଲୋକଙ୍କ ସହ ସମ୍ପର୍କ ନଥିବା ବିଭାଗକୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)କୁ ସମର୍ଥନ କରିବା ଦିଗରେ…

୭୫୦୦୦ ବର୍ଷ ତଳର ମହିଳାଙ୍କ କୃତ୍ରିମ ଚେହେରା ପ୍ରସ୍ତୁତ କଲେ ଗବେଷକ

ଲଣ୍ଡନ: ବ୍ରିଟେନର ଗବେଷକମାନେ ୭୫୦୦୦ ବର୍ଷ ତଳର ଏହି ମହିଳାଙ୍କ ଖପୁରୀରୁ କୃତ୍ରିମ ଚେହେରା ପ୍ରସ୍ତୁତ କରିଛନ୍ତି । ଅତ୍ୟାଧୂନିକ ଜ୍ଞାନକୌଶଳର ବ୍ୟବହାର କରାଯିବା ସହ ମହିଳାକଙ୍କ ଖପୁରୀରୁ ଏହାକୁ ପ୍ରସ୍ତୁତ କରିଥିଲେ । ୨୦୧୮ରେ ଇରାକର କୁର୍ଦ୍ଦିସ୍ତାନରେ ଏକ ପଥର ତଳୁ ଏହି ମହିଳାଙ୍କ ଖପୁରୀ…

ସୁନ୍ଦରଗଡ ଓ କନ୍ଧମାଳରେ ପ୍ରାର୍ଥୀ ପତ୍ର ଦାଖଲ କଲେ ହେଭିୱେଟ ନେତା

ସୁନ୍ଦରଗଡ: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ସପ୍ତମ ଦିନରେ ପ୍ରାର୍ଥୀ ମାନେ ନିଜର ନିଜର ସମର୍ଥକଙ୍କ ସହ ଭିନ୍ନ ଭିନ୍ନ ଢଙ୍ଗରେ ଆସି ନାମାଙ୍କନ ଦାଖଲ କରୁଛନ୍ତି । ଏହାରି ଭିତରେ ଆଜି ସୁନ୍ଦରଗଡ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଜୁଏଲ…

ଆସନ୍ତା ୧୧ ମେ’ ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର: ଆସନ୍ତା ମେ' ୧୧ ତାରିଖ ଶନିବାର ଦିନ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍‌ ନିଶିଥ୍‌ ନିଶାଙ୍କଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବିଭାଗୀୟ ଅଦାଲତ ଯଥା…