Latest Odisha News

BREAKING NEWS

ପ୍ୟାରିସ ଅଲିମ୍ପିକ୍ସରେ ଟ୍ରାକ ହେବ ବାଇଗଣୀ ରଙ୍ଗ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଏଥର ଟ୍ରାକ ରଙ୍ଗ ବଦଳିବ । ସାମାନ୍ୟ ଭାବେ ଟ୍ରାକର ରଙ୍ଗ ଲାଲ ରଙ୍ଗର ହୋଇଥାଏ । ପ୍ୟାରିସ ଗେମ୍ସରେ ଆୟୋଜକ କମିଟି ଏହାକୁ ପର୍ପଲ ରଙ୍ଗ କରିବେ ବୋଲି ନିଷ୍ପତି ନେଇଛନ୍ତି । ପୂର୍ବରୁ ଅଲିମ୍ପିକ ଆସୋସିଏଶନ ନୀଳ, ଗୋଲାପୀ ଓ ବାଇଗଣୀ ରଙ୍ଗ ମଧ୍ୟରୁ ଗୋଟିଏ…

ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ

ଭୁବନେଶ୍ଵର: ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସ୍ଵାମୀ ସରୋଜ ପାଣିଗ୍ରାହୀଙ୍କ ସହ ଆସି ବିଜେପିରେ ସାମିଲ ହେଲେ । ଗତ ୪ ଦିନ ତଳେ ବିଜେଡି ଛାଡିଥିଲେ ଜ୍ୟୋତି । ବିଜେଡି ଆଉ ପୂର୍ବଭଳି ବିଜେଡି ହୋଇ ରହିନାହିଁ । ଆଗ ଭଳି ଆଉ…

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି । ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅବସରପ୍ରାପ୍ତ ୨୧ ବିଚାରପତିଙ୍କ ଚିଠି । ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ କରାଯାଉଥିବା କହି ଉଦବେଗ ପ୍ରକାଶ ସହ କିଛି ତତ୍ତ୍ଵ ଏଭଳି କରୁଥିବା ଅଭିଯୋଗ ହୋଇଛି ।…

କାଲି ରୁକୁଣା ରଥ, ଆଜି ନେତ ଉତ୍ସବ, ମରୀଚିକୁଣ୍ଡର କଳସ ପାଣିରେ ଆରମ୍ଭ ହେବ ରଥ ପ୍ରତିଷ୍ଠା ପର୍ବ

ଭୁବନେଶ୍ଵର: ଆଜି ନେତ୍ର ଉତ୍ସବ । ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ । କାଲି ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରୁକୁଣା ରଥ ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଅପରାହ୍ନ ୩ଟା ଠାରୁ ସାଢ଼େ ୩ଟା ଭିତରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଟଣା ହେବ। ଆଜି ମଧ୍ୟ ରାତ୍ରିରୁ…

ଆଜିଠୁ ଅମରନାଥ ଯାତ୍ରା ପାଇଁ ଆରମ୍ଭ ହୋଇଛି ପଞ୍ଜୀକରଣ, ୨୯ ଜୁନରୁ ଦର୍ଶନ ପାଇବେ ଶ୍ରଦ୍ଧାଳୁ

ଶ୍ରୀନଗର: ଚଳିତ ବର୍ଷ ପାଇଁ ଶ୍ରୀ ଅମରନାଥ ଯାତ୍ରା ନେଇ ଘୋଷଣା ହୋଇଛି । ଚଳିତଥର ୨୯ ଜୁନରୁ ଯାତ୍ରା ଆରମ୍ଭ ହେବ । ୫୨ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା । ସେଥିପାଇଁ ଆଜିଠାରୁ ଅଫଲାଇନ୍ ଏବଂ ଅନଲାଇନ୍ ମୋଡ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି । ଜମ୍ମୁ କାଶ୍ମୀରର ଏଲଜି ମନୋଜ ସିହ୍ନା…

ରୋଷେଇ ଘରେ ମହଙ୍ଗା ମାଡ଼, ଟ୍ଵିନ ସିଟିରେ ଆଳୁ କିଲୋ ୩୦

ଭୁବନେଶ୍ଵର: ରୋଷେଇ ଘରେ ମହଙ୍ଗା ମାଡ଼ । ପକେଟକୁ ବାଧୁଛି ଆଳୁ ଦର । ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି । ତେବେ କେବଳ ଆଳୁ କାହିଁକି, ରୋଷେଇ ଘରର ଅନ୍ୟ ସବୁ ଅତ୍ୟାବଶ୍ୟକ ସାମଗ୍ରୀ, ହରଡ଼ ଡାଲି ଓ ପାମୋଲିନ୍ ତେଲର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ଗଲା ଦଶ ଦିନ ଭିତରେ…

ରାଜ୍ୟକୁ ଫେରିଛି ତାତି, ସକାଳ ୮.୩୦ ସୁଦ୍ଧା ୩୨ ଡିଗ୍ରୀ ସହ ଭୁବନେଶ୍ଵର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ଵର: ରାଜ୍ୟକୁ ଫେରିଛି ଗ୍ରୀଷ୍ମ ଲହରୀ । ଆଜିଠୁ ଦିନର ତାପମାତ୍ରାରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ତାତି ୪୨ ଡିଗ୍ରୀ ଛୁଇଁପାରେ । ଆଜି ସକାଳ ୮.୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା…

ଆଜିଠାରୁ ୬୧ ଦିନ ଯାଏଁ ମାଛଧରା ବନ୍ଦ

ପାରାଦ୍ଵୀପ: ଆଜିଠୁ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ଉପରେ ରୋକ ଲଗାଇଛନ୍ତି ସରକାର । ମାଛ ବଂଶ ବୃଦ୍ଧି ପାଇଁ ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ମତ୍ସ୍ୟ ନିର୍ଦ୍ଦେଶାଳୟ କଟକ ପକ୍ଷରୁ ଏହି ସର୍କୁଲାର ଜାରି କରାଯାଇଛି। ଏହି କଟକଣା ପରେ ରାଜ୍ୟର ସବୁ ମାଛଧରା ବନ୍ଦର ବନ୍ଦ…

ସଲମାନଙ୍କ ଘରେ ଗୁଳିମାଡ ଘଟଣା, ସାମ୍ନାକୁ ଆସିଲା ଅଭିଯୁକ୍ତର ଚେହେରା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ଘଟଣା । ଘଟଣାର ସିସିଟିଭି ଫୁଟେଜ ଆସିବା ପରେ ମହାରାଷ୍ଟ୍ର ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିଲା । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରିବ । ଗତକାଲି କ୍ରାଇମବ୍ରାଞ୍ଚ…

ପିଇବା ନାହିଁ ନେତାଙ୍କ ବିଷପଣା..

ଚିତ୍ତ ମହାପାତ୍ରଙ୍କ ବିରକ୍ତ ବଚନ କୌଣସି ରାଜନୈତିକ ଦଳର ନୀତି, ଗୁଣ, ଆଦର୍ଶ,କାର୍ଯ୍ୟକ୍ରମ ଯଦି ଅନ୍ୟକୁ ଭଲ ନଲାଗେ ଓ ତାକୁ ସେ ଗ୍ରହଣ କରିପାରନ୍ତି ନାହିଁ ଓ ବର୍ଷ ବର୍ଷ ଧରି ବିରୋଧ କରନ୍ତି । ତେବେ ବୁଝିବାକୁ ହେବ ଯେ ଉଭୟ ଉଭୟଙ୍କର ବିରୋଧୀ । ଦୁଇ ବିପରୀତମୁଖି ବିରୋଧୀ ଯେତେବେଳେ…