ଭାଷା ଭାଗବତ : ମଣିଷ ଯଂତ୍ର
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନିଜକୁ କରିଦେଲେ ଯଂତ୍ର
ପାସୋରିହୁଏ ମୂଳମଂତ୍ର
ମଣିଷ ମୂଳତଃ ସ୍ବତଂତ୍ର
ଅତ୍ର, ତତ୍ର, ଯତ୍ର, ସର୍ବତ୍ର
ଆପଣା ନିଜସ୍ବ ବରଜି
ଅଧିକ ଲୋକ ହେଲେ ରାଜି
ହୁଅଂତି ଯଂତ୍ରାବଳି ଭଳି
କେବଳ ଶରୀର ସଂଭାଳି
ନିଜ ଭାବନା, ଅନନ୍ୟତା…