Latest Odisha News

BREAKING NEWS

୯ ଜଣିଆ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପିର ତୃତୀୟ ତାଲିକାରେ ତାମିଲନାଡୁର ୯ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଚେନ୍ନାଇ ଦକ୍ଷିଣ ଆସନରୁ ବିଜେପି ପୂର୍ବତନ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜଙ୍କୁ ପ୍ରାର୍ଥୀ…

ପୋଷ୍ଟାଲ ବାଲାଟ୍‌ରେ ଭୋଟ ଦେବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଡ୍ରାଇଭର ଓ କଣ୍ଡକ୍ଟର

ଭୁବନେଶ୍ୱର: ଗଣତନ୍ତ୍ର ପାଇଁ ପ୍ରତିଟି ଭୋଟ ମୂଲ୍ୟବାନ । ଯେପରି ମତଦାନରୁ ଜଣେ ବି ମତଦାତା ବାଦ ନପଡ଼ନ୍ତି, ସେଥିପ୍ରତି ସର୍ବଥା ଚେଷ୍ଟିତ ରହିଛନ୍ତି ଭାରତ ନିର୍ବାଚନ କମିଶନ । ସେହି କ୍ରମରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଡ୍ରାଇଭର, କଣ୍ଡକ୍ଟର ଓ କି୍ଲନର ମାନଙ୍କୁ ମଧ୍ୟ ପୋଷ୍ଟାଲ…

ଆଇପିଏଲ: ଚୂଡାନ୍ତ ହେଲା ଟିମ କ୍ୟାପଟେନ, ଏଥର ମୁକାବିଲା ପାଇଁ ପ୍ରସ୍ତୁତ

ମାଡ୍ରାସ: ଆଇପିଏଲ ୨୦୨୪ ପାଇଁ ସମସ୍ତ ଟିମ ଅଧିନାୟକ ନାମ ଘୋଷଣା କରାଯାଇଛି । ଗୁରୁବାର ଟିମ କ୍ୟାପଟେନଙ୍କୁ ନେଇ ଏକ ଫଟୋ ସେଶନ କରାଯାଇଥିଲା । ୫ ଥର ଚେନ୍ନାଇ ସୁପର କିଙ୍ଗସଙ୍କୁ ଚାମ୍ପିୟନ କରାଇଥିବା ମହେନ୍ଦ୍ର ସିଂ ଧୋନୀ ଏଥର ଅଧିନାୟକ ହେବା ମନା କରିବାରୁ ରିତୁରାଜ ଗାଏକ୍ୱାଡଙ୍କୁ…

ରିତୁରାଜ ଗାଏକ୍ୱାଡ ହେଲେ ଚେନ୍ନାଇ ଅଧିନାୟକ

ମାଡ୍ରାସ: ଆଇପିଏଲ ୨୦୨୪ ସଂସ୍କରଣ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ ବଦଳରେ ରିତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ଧୋନୀ ଅଧିନାୟକ ହେବେ ନାହିଁ ବୋଲି କହିବା ପରେ ରିତୁରାଜଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଗାଏକ୍ୱାଡ ୨୦୧୯ରୁ ଚେନ୍ନାଇ ଟିମ ସହିତ ଜଡିତ ଅଛନ୍ତି । ସେ…

ଇଲେକ୍ଟୋରାଲ ବଣ୍ଡ: ସବୁ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାମଲା । ଭାରତୀୟ ନିର୍ବାଚନ କମିଶନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କଲା ଏସବିଆଇ । କିଏ କେଉଁ ରାଜନୈତିକ ଦଳକୁ କେତେ ଟଙ୍କା ଦେଇଛି ସେ ସମସ୍ତ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ । ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ଜଣାଇଲା ଏସବିଆଇ । ସତ୍ୟପାଠରେ ମାର୍ଚ୍ଚ…

ମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟର ବଡ ଝଡକା, ଗିରଫ ହୋଇପାରନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟର ବଡ ଝଟକା । ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ କରାନଯାଉ ବୋଲି ଯେଉଁ ଯାଚିକା କେଜ୍ରିୱାଲ କରିଥିଲେ ସେହି ରୋକ ବିପକ୍ଷରେ ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ମଦ ଦୁର୍ମିତୀ ସହ…

୬୦ ବର୍ଷରେ ପୁଣି ବିବାହ କଲେ ଗୋବିନ୍ଦା, ସାକ୍ଷୀ ରହିଲେ ମାଧୁରୀ ଓ ସୁନୀଲ

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର ଅଭିନେତା ଗୋବିନ୍ଦା । ଗୋବିନ୍ଦାଙ୍କ ଡ୍ୟାନ୍ସ ଠୁ ଆରମ୍ଭ କରି ତାଙ୍କ କମେଡି ଓ ଅଭିନୟକୁ ଆଜି ବି ଲୋକେ ପ୍ରଶଂସା କରନ୍ତି । ତାଙ୍କର ସେହି ଅନ୍ଦାଜରେ ଆଜି ବି ଅନେକ ପ୍ରଶଂସକ ଦିୱାନା । ତେବେ ବର୍ତ୍ତମାନ ଗୋବିନ୍ଦା ବଡ ପରଦାରୁ ଦୁରେଇ ରହିଥିବା ବେଳେ ଛୋଟ…

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବିଜେଡି ନେତା

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବିଜୁ ଜନତା ଦଳର ସଂସଦୀୟ କ୍ଷେତ୍ରର ନେତା । ଆଗାମୀ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା ସହ ପ୍ରାର୍ଥନା କଲେ । ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ବିଜେଡି ନେତା ଅରୁପ…

ନବୀନ ନିବାସରେ ବ୍ରହ୍ମପୁର ଓ ଆସିକା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ

ଭୁବନେଶ୍ବର: ଆଜି ନବୀନ ନିବାସରେ ବ୍ରହ୍ମପୁର ଓ ଆସିକା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ବୈଠକରେ ଗଞ୍ଜାମ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ବାଇଁ,…

ଅଜାଣତରେ ଭାରତ-ପାକିସ୍ଥାନ ବର୍ଡର ଦେଇ ଶତ୍ରୁ ଦେଶକୁ ଚାଲିଗଲେ ମହିଳା, ଆଉ ତା’ ପରେ…

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବର୍ଡର ଭିତରୁ ଭାରତ-ପାକିସ୍ଥାନ ବର୍ଡର ହେଉଛି ଗୋଟିଏ । ଭାରତ-ପାକିସ୍ଥାନ ବର୍ଡରର ଜାମ୍ମୁ କାଶ୍ମୀର ସୀମାରେ ଥିବା ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ଉପରେ ସବୁବେଳେ ନଜର ରହିଥାଆଏ । ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଏବଂ ଭାରତୀୟ ସେନା କର୍ମଚାରୀ…