Latest Odisha News

BREAKING NEWS

ପିଲା ଚୋରି ଖବର ମିଛ: ଏସପି

ପୁରୀ: ପୁରୀ ସହରରେ ପିଲା ଚୋରିକୁ ଗୁଜବ ଓ ମିଥ୍ୟା ବୋଲି ପୁରୀ ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପିଲା ଚୋରି ବିଷୟରେ ବିଭିନ୍ନ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଗତ କିଛିଦିନ ହେବ…

ବଲାଙ୍ଗୀର ଲୋକସଭା ଆସନ: ପ୍ରାର୍ଥୀ ପାଇଁ ନବାଗତ ଓ ପୁରୁଖାଙ୍କ ଲମ୍ବା ଧାଡ଼ି

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ବଲାଙ୍ଗୀର କଂଗ୍ରେସ କ୍ୟାମ୍ପ ବେଶ ଚଳଚଞ୍ଚଳ ହୋଇ ଉଠିଛି। ବିଜେପି-ବିଜେଡ଼ି ମେଣ୍ଟର ଫାଇଦା ନେବାକୁ ଜିଲ୍ଲା କଂଗ୍ରେସ ବେଶ ସକ୍ରିୟ ହୋଇ ଉଠିଛି। ଫଳରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ଚଳାଇଛି। ସେପଟେ କଂଗ୍ରେସ କାହାକୁ…

କୋହଲିଙ୍କ ନୂଆ ହେୟାରକଟ ସୃଷ୍ଟି କଲା ଝଡ

ନୂଆଦିଲ୍ଲୀ: ବିରାଟ କୋହଲି ଦୀର୍ଘ ଦୁଇ ମାସ ବ୍ୟବଧାନ ପରେ କ୍ରିକେଟ ପଡିଆକୁ ଫେରିଛନ୍ତି । ଆଇପିଏଲ ପୂର୍ବରୁ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାମ୍ପରେ ଯୋଗ ଦେଇଛନ୍ତି । ତାଙ୍କ ଫେରିବାକୁ ପ୍ରଶଂସକ ବ୍ୟଗ୍ର ଥିଲେ । ପ୍ରଥମେ ଡ୍ୟାଡ ଟି ଶର୍ଟ ଓ ଏବେ ତାଙ୍କର ହେୟାର କଟ ପ୍ରଶଂସକଙ୍କୁ…

ଜେଲ ଭିତରେ ବଳ କଷାକଷି: ଆହତ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି କହିଲେ ଡିସିପି

ଭୁବନେଶ୍ୱର: ଝାରପଡା ଜେଲରେ କଏଦୀଙ୍କ ମଧ୍ୟରେ ବଳ କଷାକଷି ହେବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ଝାରପଡ଼ା ଜେଲରେ ସାମାନ୍ୟ ମତଭେଦ ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ଅନେକ କଏଦୀ ଆହତ ହୋଇଛନ୍ତି। ଜେଲ୍ କ୍ୟାଣ୍ଟିନ୍ ନିକଟରେ କଏଦୀ ଚକ୍ରଧର ବାରିକ, ଜଗନ୍ନାଥ ଓ ପପୁନ…

ପଞ୍ଜାବରେ ବଦଳିବ ରାଜନୈତିକ ଦୃଶ୍ୟପଟ୍ଟ, ପୁଣି ଏକାଠି ହେବେ ବିଜେପି-ଶିରୋମଣୀ ଅକାଳୀ ଦଳ

ଚଣ୍ଡିଗଡ: ଆସନ୍ତା ଜୁନ୍ ପହିଲାରେ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଶିରୋମଣି ଅକାଳୀ ଦଳ (ଏସଏଡି) ମଧ୍ୟରେ ପୁନର୍ବାର ମେଣ୍ଟ ହେବାର ସମ୍ଭାବନାକୁ ନେଇ ପଞ୍ଜାବର ରାଜନୈତିକ ଦୃଶ୍ୟପଟରେ ଚର୍ଚ୍ଚା ଜୋର ଧରିଛି। ବିଜେପିର ବରିଷ୍ଠ ନେତା…

ବିଜେଡ଼ିରେ ଯୋଗ ଦେଲେ ସୋର ପୌରପରିଷଦ ଅଧ୍ୟକ୍ଷ ମାଧବ ଧଡ଼ା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋର ପୌରପରିଷଦର ଅଧ୍ୟକ୍ଷ ମାଧବ ଧଡ଼ା ତାଙ୍କ ସମର୍ଥକଙ୍କ ସହିତ ଅନେକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ…

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗୁଣୁପୁର ସଦର ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ

ରାୟଗଡ଼ା: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗୁଣୁପୁର ସଦର ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଏହି ଫ୍ଲାଗମାର୍ଚ୍ଚ ଦ୍ୱାରା ଚଳିତ ସାଧାରଣ ନିର୍ବାଚନରେ ନାକ୍କା ପୋଷ୍ଟ ଫ୍ଲାୟିଙ୍ଗ ସ୍କ୍ୱାଡ଼ ଗଠନ କରାଯାଇଛି ବୋଲି ଗୁଣୁପୁର ସଦର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ…

୧୨୦ ନଟଆଉଟ: ଏମାନେ ନେହେରୁଙ୍କଠାରୁ ଆରମ୍ଭ କରି ମୋଦିଙ୍କ ରାଜନୈତିକ ଯାତ୍ରା ଦେଖିଛନ୍ତି

ପ୍ରୟାଗରାଜ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ଉଦ୍ୟମ ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଭୋଟରଙ୍କୁ ନେଇ ଅନେକ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ପ୍ରୟାଗରାଜରେ ଏପରି ଭୋଟର ଅଛନ୍ତି ଯେଉଁମାନେ କି ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ରାଜନୈତି ଯାତ୍ରା ଦେଖିଛନ୍ତି ।…

ବ୍ରହ୍ମପୁରରେ ମସଲା ଅପମିଶ୍ରଣ କାରଖାନା ଠାବ, ମାଲିକ ଅଟକ

ବ୍ରହ୍ମପୁର: ବଡ଼ ବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗରରେ ଥିବା ଏକ ଅପମିଶ୍ରିତ ମସଲା କାରଖାନା ଉପରେ ପୁଲିସ ଚଢ଼ାଉ କରି ବନ୍ଦ କରିଦେଇଛି। ବ୍ରଜରାଜନଗରର ଚାରି ନମ୍ବର ଗଳିରେ ଥିବା ଏକ ଘରେ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ଭଳି ଅପମିଶ୍ରିତ ମସଲା ପ୍ରସ୍ତୁତ ହେଉଥିବା ନେଇ ପୁଲିସକୁ ସୂଚନା…

ଜେଡିୟୁକୁ ବଡ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ମହାସଚିବ

ନୂଆଦିଲ୍ଲୀ: ଜେଡିୟୁର ଜାତୀୟ ସାଧାରଣ ସମ୍ପାଦକ ମହମ୍ମଦ ଅଲି ଅସରଫ ଫାତମି ମଙ୍ଗଳବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ଦରଭଙ୍ଗା ଆସନ ଜିତିବାକୁ ଆଶା ରଖିଥିବା ବେଳେ ସେ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସର ସିଟ ବଣ୍ଟନ ପରେ ଇସ୍ତଫା ଦେଇଛନ୍ତି। ସେ ଏହା ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ସହ…