Latest Odisha News

BREAKING NEWS

ନିର୍ବାଚନୀ ବଣ୍ଡ: ଆଞ୍ଚଳିକ ଦଳ ଭାବେ ବିଜେଡି ପାଇଛି ସର୍ବାଧିକ ଅନୁଦାନ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ ୨୦୧୬-୧୭ରୁ ୨୦୨୨-୨୩ ମଧ୍ୟରେ ନିର୍ବାଚନୀ ବଣ୍ଡ ଜରିଆରେ ୭୭୪ କୋଟି ଟଙ୍କା ପାଇ ଭାରତର ସବୁଠାରୁ ଧନୀ ଆଞ୍ଚଳିକ ରାଜନୈତିକ ଦଳ ଭାବେ ଉଭା ହୋଇଛି। ଏହି ସାତ ବର୍ଷ ମଧ୍ୟରେ ଦଳ ମୋଟ ୮୪୪.୬ କୋଟି ଟଙ୍କା ଚାନ୍ଦା ସଂଗ୍ରହ କରିଛି,…

ଇଣ୍ଡିଆ ମେଣ୍ଟ ତାମିଲନାଡୁରେ କେବେ ବିକାଶ କରିପାରିବ ନାହିଁ: ବିରୋଧିଙ୍କ ଉପରେ ବର୍ଷିଲେ ମୋଦୀ

କନ୍ୟାକୁମାରୀ: ଦକ୍ଷିଣଭାରତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ କନ୍ୟାକୁମାରୀରେ ଆୟୋଜିତ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରି ମୋଦୀ ବିରୋଧି ଦଳ ଡିଏମକେ ଏବଂ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି ଯେ, ଡିଏମକେ ଏବଂ କଂଗ୍ରେସର ଇଣ୍ଡିଆ…

ପଦାର୍ପଣ ଆଇପିଏଲରେ କମାଲ କରିବାକୁ ଯାଉଛନ୍ତି ଏହି ଖେଳାଳି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୪ ସଂସ୍କରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଏଥର କେତେକ ଯୁବ ଖେଳାଳିଙ୍କ ପଛରେ ଫ୍ରାଂଚାଇଜରମାନେ କୋଟି କୋଟି ଟଙ୍କା ଲଢ଼େଇବାକୁ ପଛେଇ ନାହାନ୍ତି । ପଦାର୍ପଣ ଆଇପିଏଲରେ ସେମାନେ କିପରି କମାଲ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହୁଛି ।…

ପୂର୍ବ ଶତୃତା ନେଲା ଜୀବନ; ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରି ପୋତିଦେଲେ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ତଳଗୁମାଣ୍ଡି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରି ମାଟି ତଳେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀଙ୍ଗୁରୁ ତାଡିଙ୍ଗ । ସୂଚନା ମୁତାବକ, ଗତକାଲି…

ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ମଲ୍ଲିକଙ୍କ ପରଲୋକ

ଭୁବନେଶ୍ଵର: ପରଲୋକରେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ମଲ୍ଲିକ । ୫୬ବର୍ଷ ବୟସରେ ହୃଦଘାତରେ ଚାଲିଗଲା ପ୍ରଫୁଲ୍ଲ ମଲ୍ଲିକଙ୍କ ଜୀବନ । ସେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯାଳୟରେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ…

୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ୯ ଗ୍ୟାରେଣ୍ଟି

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି । ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଦେଇଛି ୯ ଗ୍ୟାରେଣ୍ଟି । ୨୦୧୪ରେ କ୍ଷମତାକୁ ଆସିଲେ କଂଗ୍ରେସ ଏହି ୯ ଗ୍ୟାରେଣ୍ଟି ଉପରେ କାମ କରିବ ବୋଲି ଲୋକଙ୍କୁ ଜଣାଇଛି କଂଗ୍ରେସ । ୨୪ ବର୍ଷ ବିଜେଡି ଶାସନ ଏବଂ ୯ ବର୍ଷ ବିଜେପି…

ଧଳା ବଲ କ୍ରିକେଟରେ ଷ୍ଟପ କ୍ଲକ ନିୟମ ଲାଗୁ

ନୂଆଦିଲ୍ଲୀ: ସୀମିତ ଓଭର ବିଶିଷ୍ଟ କ୍ରିକେଟ ଟୁର୍ଣ୍ଣାମେଂଟରେ ଷ୍ଟପ କ୍ଲକ ନିୟମ ନିୟମିତ ଭାବେ ଲାଗୁ କରିବା ପାଇଁ ନିଷ୍ପତି ନିଆଯାଇଛି । ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଦିନିକିଆ ଏବଂ ଟି୨୦ରେ ଏହାକୁ ଲାଗୁ କରିବ । ଗୋଟିଏ ଓଭର ପରେ ୬୦ ସେକେଣ୍ଡ ମଧ୍ୟରେ ପରବର୍ତୀ ଓଭର ବୋଲିଂ କରିବାକୁ…

ଦରମା ବୃଦ୍ଧି ପାଇଁ ରାଜଧାନୀ ରାଜରାସ୍ତାରେ ସମିତି ସଭ୍ୟଙ୍କ ଆନ୍ଦୋଳନ

ଭୁବନେଶ୍ବର: ରାଜଧାନୀରେ ଗର୍ଜିଲେ ରାଜ୍ୟ ତମାମରୁ ଆସିଥିବା ସମିତି ସଭ୍ୟ । ସରପଞ୍ଚଙ୍କ ଭଳି ସମାନ ଦରମା ଓ ଅଧିକାର ଦାବିରେ ଆନ୍ଦୋଳନ । ସରପଞ୍ଚଙ୍କୁ ୧୦ ହଜାର, ଆମକୁ କାହିଁକି ୭୫୦୦ ବୋଲି ସରକାରଙ୍କୁ କଲେ ପ୍ରଶ୍ନ । ୩୦ ଜିଲ୍ଲାର ୬ ହଜାର ୭ଶହ ୯୮ ଜଣ ସମିତିସଭ୍ୟ ଆଜି ରାଜଧାନୀରେ ଏକାଠି ହୋଇ…