ବିଜେଡି-ବିଜେପି ମେଣ୍ଟରେ ରହିଛି ଏଇ ୬ଟି ବାଧା !
ଭୁବନେଶ୍ଵର: ଗତ ସପ୍ତାହରୁ ମେଣ୍ଟ ଚର୍ଚ୍ଚାକୁ ନେଇ ଉଠୁଛି ପଡୁଛି ଓଡିଶା ରାଜନୀତି । ବିଜେଡି-ବିଜେପି ଏକାଠି ହେବେ, ନା ଧରିବେ ଅଲଗା ରାସ୍ତା । ଶୀର୍ଷ ନେତୃତ୍ୱ ରାଜି ହେବା ପରେ ବି କାହିଁକି ସରୁନି ମେଣ୍ଟ ସସପେନ୍ସ । କୁହାଯାଉଛି, ମେଣ୍ଟ ରାସ୍ତାରେ ରହିଛି ଏଇ ୬ଟି ବାଧା ।
ରାଜ୍ୟ…