Latest Odisha News

BREAKING NEWS

ବିଜେଡି-ବିଜେପି ମେଣ୍ଚ ଚର୍ଚ୍ଚାକୁ ଖୋରାକା ଯୋଗାଇଲା ଗେରୁଆ ଦଳର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି) ସହ ନିର୍ବାଚନୀ ମେଣ୍ଟ କରିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ୧୧ଟି ରାଜ୍ୟର ୭୨ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଘୋଷଣା କରିଛି। ଏହି ତାଲିକାରେ କିନ୍ତୁ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନାହିଁ। ଯାହା…

ଗୁରୁବାରଠୁ ଭିମସାରରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ, ପ୍ରଭାବିତ ହେବ ରୋଗୀ ସେବା?

ବୁର୍ଲା: ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ରିସର୍ଚ୍ଚ (ଭିମସାର)ର ସ୍ନାତକୋତ୍ତର, କନିଷ୍ଠ ଡାକ୍ତର ଓ ଆବାସିକ ଡାକ୍ତରଙ୍କ ସମେତ ଡାକ୍ତରୀ ଛାତ୍ରଛାତ୍ରୀମାନେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଷ୍ଟାଇପେଣ୍ଡ ନ ମିଳିବା ଓ ସୁବିଧା ସୁଯୋଗ ମିଳୁନଥିବା…

କାହାର ହେବ କନ୍ଧମାଳ, ମେଣ୍ଟ ହେଲେ କାହା ଖାତାକୁ ଯିବ ସିଟ୍?

ଭୁବନେଶ୍ୱର: କାହାର ହେବ କନ୍ଧମାଳ ? ମେଂଟ ହେଲେ କାହା ଖାତାକୁ ଯିବ ସିଟ୍ ? ବିଜେଡି ନା ବିଜେପି ? ଅଚ୍ୟୁତ ସାମନ୍ତଙ୍କୁ ରିପିଟ୍ କରିବ କି ବିଜେଡି ? ନା ସବୁଥର ପରି ନୂଆ ଚେହେରା ଉପରେ ଲଗାଇବ ବେଟ୍ ? ମୋଦିଙ୍କ ମିଶନ ୪ଶୋ ପାର ପାଇଁ କନ୍ଧମାଳରୁ ପ୍ରାର୍ଥୀ ଓହ୍ଲାଇବ କି ବିଜେପି ? ଯଦି ଲଢେ,…

ଓଡ଼ିଶା ସରକାରଙ୍କ ନିର୍ବାଚନ ପୂର୍ବ ରଣନୀତି: ଦରମା ବୃଦ୍ଧି ଓ ମାଗଣା ଯୋଜନା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ମାଗଣା ଯୋଜନା ଓ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ବର୍ଷା ଏବଂ ଦରମା…

ଭୁବନେଶ୍ୱରରେ ଅପହରଣ ନାଟକ: ସାମ୍ନାକୁ ଆସିଲା ପ୍ରେମ ଓ ଶତ୍ରୁତା

ଭୁବନେଶ୍ୱର: ନିକଟରେ ଭୁବନେଶ୍ୱରରେ ଘଟିଥିବା ଅପହରଣ ମାମଲା ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି, ଯାହା ପ୍ରେମ, ଈର୍ଷା ଓ ଷଡ଼ଯନ୍ତ୍ରର ଜଟିଳ ଜାଲକୁ ପଦାରେ ପକାଇଛି। ଅପହରଣ ପଛର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କମିସନରେଟ୍ ପୁଲିସ ଏହି ମାମଲାର ପର୍ଦ୍ଦାଫାସ କରିଛି। ଦୁଇ ଦିନ ତଳେ ୟୁନିଟ୍-୮…

ଜୟପୁର ସହ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୧୧ ଏକର ପରିମିତ ଏହି ଜୟପୁରର…

ଭାରତୀୟ କେଉଁଠାରୁ ଆସିଛନ୍ତି

ନୂଆଦିଲ୍ଲୀ: ଭାରତୀୟ କେଉଁଠାରୁ ପ୍ରକୃତରେ ଆସିଛନ୍ତି ସେ ନେଇ ଅନେକ ଥିଓରି ପ୍ରକାଶ ପାଇଛି । ପୂର୍ବରୁ ଆର୍କାଟିକ ହୋମ ଥିଓରୀରେ ଭାରତୀୟ ଉତର ଧ୍ରୁବରୁ ଆସିଥିବା କୁହାଯାଉଥିବା ବେଳେ ଅନ୍ୟ ଏକ ଗବେଷଣାରେ ୟୁରୋସିଆନରୁ ଆସିଥିବା ଅନୁମାନ କରାଯାଇଛି । ଏବେ ଆଉ ଏକ ନୂତନ ଥିଓରି ସମ୍ମୁଖକୁ ଆସିଛି…

ଯାତ୍ରୀଙ୍କ ପାଇଁ ଖୁସି ଖବର, ହୋଲି ପାଇଁ ଗଡ଼ିବ ୫ଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଯାତ୍ରୀମାନଙ୍କ ଅତିରିକ୍ତ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହୋଲି ଉତ୍ସବ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି। ପୂର୍ବତଟ ରେଳପଥ…

ଅଜୟଙ୍କ ଦେ ଦେ ପ୍ୟାର ଦେ ୨ ଫିଲ୍ମ ଏହି ଦିନ ହେବ ରିଲିଜ

ମୁମ୍ବାଇ: ଅଜୟ ଦେବଗନ ଓ ଆର.ମାଧବନ ଅଭିନୀତ ଶୈତାନ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଏହା ପରେ ଅଜୟଙ୍କ ଆଉ ୨ଟି ଫିଲ୍ମ ରିଲିଜ ହେବାକୁ ଯାଉଛି । ସେଗୁଡିକ ହେଲା ମୈଦାନ ଓ ଦେଦେ ପ୍ୟାର ଦେ ୨ । ରକୂଲ ପ୍ରୀତ ସିଂଙ୍କ ସହ ଦେଦେ ପ୍ୟାର ଦେର ସୀକ୍ୱେଲ ୧ ମେ ୨୦୨୫ରେ ରିଲିଜ ହେବ ବୋଲି…

ଡିଏରେ ବୃଦ୍ଧି ହେବା ପରେ ବଢିଯିବ ଏହି ସବୁ ଭତ୍ତା

ନୂଆଦିଲ୍ଲୀ: ନିକଟରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏକୁ ୪ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ଯେ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ। ସେମାନଙ୍କର ମୌଳିକ ବେତନର ୫୦ ପ୍ରତିଶତ ହେବ।…