ଭୋପାଳ ସଚିବାଳୟ ଭବନରେ ଅଗ୍ନିକାଣ୍ଡ, ଅନେକ ଗୁରୁତ୍ବପୂର୍ଣ୍ଣ ଦଲିଲ ପୋଡି ପାଉଁଶ
ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସଚିବାଳୟରେ ଭୟାଭହ ଅଗ୍ନିକାଣ୍ଡ । ବଲ୍ଲଭ ଭବନର ପୁରୁଣା ବିଲି୍ଡଂର ତୃତୀୟ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ମହଲାରେ ନିଆଁ ଲାଗିଛି । ତେବେ କିଭଳି ନିଆଁ ଲାଗିଛି ତାହା ଜଣାପଡିନଥିବାବେଳେ, ଘଟଣାସ୍ଥଳରେ ଦମକଳବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।…