କୋଟାରେ ପୁଣି ଜୀବନ ହାରିଲେ ଆଉ ଏକ ଛାତ୍ର, ଜେଇଇ ପରୀକ୍ଷାରେ ବିଫଳ ହେତୁ ନେଲେ ଏପରି ନିଷ୍ପତି
ଜୟପୁର: ଶିକ୍ଷା ନଗରୀ କୋଟାରେ କ୍ରମାଗତ ଭାବରେ ବଢୁଛି ଆତ୍ମହତ୍ୟା ମାମଲା । ବଢୁଥିବା ଆତ୍ମହତ୍ୟା ମାମଲାକୁ ରୋକିବା ପାଇଁ ପ୍ରଶାସନର ସମସ୍ତ ବ୍ୟବସ୍ଥା ଫେଲ୍ ମାରୁଛି । ଏହାରି ଭିତରେ କୋଟାରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । କୁହାଯାଉଛି ଯେ ସେ JEE କ୍ଲିୟର କରିନପାରିବାରୁ ଏପରି…