ମାଓବାଦୀ ଲିଙ୍କ ମାମଲା: ପୂର୍ବତନ ପ୍ରଫେସର ଜିଏନ୍ ସାଇବାବା ନିର୍ଦ୍ଦୋଷରେ ଖଲାସ
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ୍ ସାଇବାବାଙ୍କୁ ବମ୍ୱେ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାଓବାଦୀ ଲିଙ୍କ ମାମଲାରେ ଆଜୀବନ କାରାଦଣ୍ଡକୁ ବମ୍ୱେ ହାଇକୋର୍ଟ ଆଜି ରଦ୍ଦ କରିଛନ୍ତି । ପ୍ରଫେସର ସାଇବାବା ବର୍ତ୍ତମାନ ନାଗପୁର କେନ୍ଦ୍ରୀୟ ଜେଲରେ…