Latest Odisha News

BREAKING NEWS

‘ତେରା କ୍ୟା ହୋଗା ଲଭଲି’ ର ଟ୍ରେଲର ରିଲିଜ, ଫ୍ୟାନ୍ସ କହିଲେ ଆକୁ ହିଁ କୁହନ୍ତି ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ବର୍ତ୍ତମାନ ମା' ହେବାର ଜର୍ଣ୍ଣିକୁ ଏଞ୍ଜୟ କରୁଥିବା ଦେଖିବାକୁ ମିଳିଛି । ଏହା ଭିତରେ ଫ୍ୟାନ୍ସ ମାନେ ସେ କେବେ ଅନସ୍କ୍ରିନକୁ କମ୍ ବ୍ୟାକ କରିବେ ସେନେଇ ପଚାରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ 'ତେରା କ୍ୟା ହୋଗା ଲଭଲି' ର…

ବରପଦା କଲେଜ ଅନିୟମିତତା: ଇଡିରେ ପ୍ରଫୁଲ ହାଜରେ ହେବା ପରେ ଏବେ ପୁଅ ପ୍ରୟାସକାନ୍ତିଙ୍କ ପାଳି!

ଭୁବନେଶ୍ୱର: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜରେ ଆର୍ଥିକ ଅନିୟମିତତା ଓ ଅବ୍ୟବସ୍ଥା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତକୁ ଜୋରଦାର କରିଛି। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ଅଧିକାରୀମାନେ ୮ ଘଣ୍ଟା ଧରି ଜେରା କରିଛନ୍ତି।…

ପୂର୍ବତନ କୁଳପତିଙ୍କ ଘରୁ ପଦ୍ମ ଭୂଷଣ ପଦକ ଚୋରି ଅଭିଯୋଗରେ ୫ ଗିରଫ

ନୂଆଦିଲ୍ଲୀ: ପଦ୍ମ ଭୂଷଣ ପଦକ ଚୋରି ଅଭିଯୋଗରେ ୫ ଗିରଫ । ଏଭିଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ପଞ୍ଜାବ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଜିସି ଚାଟାର୍ଜୀଙ୍କ ପଦ୍ମ ଭୂଷଣ ପଦକ ଚୋରି ମାମଲାରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଜଣେ ବରିଷ୍ଠ ପୋଲିସ…

ସରକାରୀ ବିଜ୍ଞାପନରେ ଶାସକ ଦଳର ଶଙ୍ଖ ଚିହ୍ନ, ନିର୍ବାଚନ କମିଶନଙ୍କୁ କି ଜବାବ ଦେବେ ସରକାର?

ଭୁବନେଶ୍ୱର: ବିଜ୍ଞାପନରେ ଶାସକ ବିଜେଡି ଦଳୀୟ ଚିହ୍ନ ବ୍ୟବହାର ଅଭିଯୋଗରେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ନିର୍ବାଚନ କମିଶନ। ଦୁଇ ତାରିଖ ସୁଦ୍ଧା ଏହାର ଉତ୍ତର ରଖିବାକୁ ନିର୍ବାଚନ କମିଶନ କହିଛନ୍ତି। ହାତରେ ଆଉ ମାତ୍ର ଦୁଇ ଦିନ ରହିଥିବାରୁ ବିଜେଡି ଏହାକୁ ନେଇ କ'ଣ ଉତ୍ତର ଦେବ…

ଭାଷା ଭାଗବତ : ମହାଶୈଳ ଶିଖରବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ' ମହା ' ବୋଲି ପଡ଼ୁଛି ହୁରି କାନକୁ ଶୁଭୁଛି ସବୁରି ମହାଡ଼ଂବରେ ମହୋତ୍ସବ ଚାଲିଛି ଶୁଭେ ମହାରବ ମହାରାଜ୍ୟର ମହାଜନ ଅର୍ଜନ କରି ମହାଧନ ମହାନଂଦରେ ଥିଲେ ଜିଇଁ ମହୋନ୍ନତି ତ ହୁଏନାହିଁ ମହାପ୍ରଚାର ଅହର୍ନିଶ ଚାଲିଛି, ହେଉନାହିଁ…

କବିତା : ସେ ଭଲ

ଶୁଭଶ୍ରୀ ମହାପାତ୍ର ମୋର ଯେତେ କହିବାର କଥା କହି ସରିନି, ବାଟ ସରି ଯିବ ପରା… ତମ କାନ୍ଧରେ ହାତ ରଖି ଚାଲି ଚାଲି ଯାହା କହିବାର କଥା, ଯଦି କଥା ନ ସରେ, ତା’ ପୂର୍ବରୁ ଯଦି ମୁଁ ସରି ଯାଏ… ତେବେ ଗଡେଇ ଦବ ରାସ୍ତା କଡର ଯେକୌଣସି ଖାଲ ଭିତରକୁ, କୌଣସି ଅବସୋସ ନାହିଁ… କୌଣସି ଶୋଷ…

ବିଜେପିର ନିର୍ବାଚନ ବୈଠକ: ଏହି ତିନି ପ୍ରକାର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆଉ କିଛି ସମୟ ପରେ ବସିବାକୁ ଯାଉଛି। ଏହି ବୈଠକରେ ପ୍ରାୟ ୧୨୫ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଅନୁମୋଦନ ମିଳିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରୀୟ ନିର୍ବାଚନ…

ମଇଳା ପୋଷାକ ଯୋଗୁଁ ଚାଷୀଙ୍କୁ ମେଟ୍ରୋରେ ଚଢ଼ିବାକୁ ଦେଲେନି; ନିଜଆଡୁ ମାମଲା ଦାୟର କଲେ ଏନଏଚଆରସି

ନୂଆଦିଲ୍ଲୀ: ମଇଳା ପୋଷାକ ପିନ୍ଧିଥିବାରୁ କୃଷକଙ୍କୁ ମେଟ୍ରୋ ଟ୍ରେନରେ ଚଢ଼ିବାକୁ ବାରଣ କରାଯାଇଛି । ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁର ରାଜାଜୀନଗର ଷ୍ଟେସନରେ । ସୂଚନା ଅନୁସାରେ, ଫେବୃଆରୀ ୨୬ରେ ଜଣେ କୃଷକ ମୁଣ୍ଡରେ ଅଖା ଧରି  ରାଜାଜୀନଗର ମେଟ୍ରୋ ଷ୍ଟେସନରେ ପହଞ୍ଚିଥିଲେ। ହେଲେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ଚତୁର୍ଦ୍ଧା ବିଗ୍ରହ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯିଏ ନିଜ ଇଚ୍ଛାରେ ରୁପାୟିତ ହେବାକୁ ଲୀଳା ରଚିଛନ୍ତି। ତାଙ୍କ ପାଇଁ ସବୁ ଅଘଟଣା ବି ଏକ ଘଟଣା ପାଲଟେ।ସବୁ ବିଚିତ୍ରତା, ସାମାନ୍ୟ ହୋଇ ବୈଚିତ୍ରମୟ ହୋଇଯାଏ। ସବୁ…

ପିକଅପ୍ ଓଲଟି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ, ୨୧ ଆହତ

ଭୋପାଳ: ମଧ୍ୟପ୍ରଦେଶର ଡିଣ୍ଡୋରିରେ ବୁଧବାର ରାତିରେ ଏକ ପିକଅପ୍ ଗାଡ଼ି ଓଲଟି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ଡିଣ୍ଡୋରି ଜିଲ୍ଲାର ବଦଜର ଗ୍ରାମ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଗ୍ରାମବାସୀ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।…