ମହଙ୍ଗା ପଡିଲା ସିଂହର ନାମ ଆକବର ସିଂହୀର ନାମ ସୀତା ରଖିବା: ନିଲମ୍ବିତ ହେଲେ ତ୍ରିପୁରା ବନ ବିଭାଗ ଅଧିକାରୀ
କଲିକତା: ପଶ୍ଚିମବଙ୍ଗ ପ୍ରାଣୀ ଉଦ୍ୟାନରେ ଆକବର ନାମକ ସିଂହ ଏବଂ ସୀତା ନାମକ ସିଂହୀକୁ ନେଇ ଉପୁଜି ଥିବା ବିବାଦ ପରେ ତ୍ରିପୁରା ସରକାର ରାଜ୍ୟ ମୁଖ୍ୟ ବନ ସଂରକ୍ଷଣ ବିଭାଗ (ବନ୍ୟଜନ୍ତୁ ଏବଂ ଇକୋ-ଟୁରିଜିମ୍) ପ୍ରବୀଣ ଲାଲ ଅଗ୍ରୱାଲଙ୍କୁ ନିଲମ୍ବିତ କରିଛନ୍ତି । ବାସ୍ତବରେ ଏହି ସିଂହ ଏବଂ…